ଭୁବନେଶ୍ୱର: ସାରା ଦେଶରେ ଶୋକର ଛାୟା ଖେଳାଇଛି ବିଜାପୁର ବର୍ବରତା । ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିଲେ ୨୪ ଓ ଆହତ ୩୧ ଯବାନ । ଅନ୍ୟପଟେ ମାଓବାଦୀଙ୍କ କବଳରେ ଏବେ ବି ଜଣେ ଯବାନ ରହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଜଣେ ବିଜେପି ନେତା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ଚହଳ ଖେଳାଇଥିବା ଖବରର ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଭାଇରାଲ୍ ପୋଷ୍ଟମୋର୍ଟମର ସ୍ପେଶାଲ ରିପୋର୍ଟ ବିଜାପୁରରେ ବିଜେପି ସଂପର୍କ ।
BREAKING NEWS
- ଜର୍ମାନୀକୁ ହରାଇ ବିଶ୍ୱକପ ନକଆଉଟରେ ପ୍ରବେଶ କଲା ଇକ୍ୱେଡର
- Congress Appoints Lalji Desai:ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ; AICC ପକ୍ଷରୁ ବିଜ୍ଞପ୍ତି ଜାରି
- ଭାରତକୁ ପ୍ରଥମ ଥର ପାଇଁ ହରାଇଲା ଆୟର୍ଲାଣ୍ଡ
- ସ୍ନାନପୂର୍ଣ୍ଣିମାରେ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା; ଜାଣନ୍ତୁ କେଉଁ ପଟେ ଗଲେ କେଉଁଠି ଗାଡି ପାର୍କିଂ କରିବେ
- BLO Pramila Ojha: ଦେଶଭକ୍ତି ଓ ସେବା ମନୋଭାବର ଅନନ୍ୟ ଉଦାହରଣ ସାଜିଲେ ବିଏଲଓ ପ୍ରମିଳା ଓଝା
- Vigilance Trap:ଭିଜିଲାନ୍ସ ପଞ୍ଝାରେ ରାଇଘର ଏଲ.ଆଇ ପ୍ରଫୁଲ ହାଲଦାର
- ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଶ୍ରେୟାଶ ଆୟାର
- ୮୩ ବର୍ଷ ବୟସ ବୟସରେ ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ
- Lightning strike:କ୍ରିକେଟ ଖେଳିବାକୁ ଯାଇ ଆଉ ଫେରିଲେ ନାହିଁ;ବଜ୍ରାଘାତରେ ଦୁଇ ନାବାଳକ ମୃତ
- ‘ଗୋ ଇଷ୍ଟ’ ପ୍ଲାଟଫର୍ମର ଶୁଭାରମ୍ଭ; ଆଗାମୀ ୫ ବର୍ଷରେ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ

Comments are closed.