Latest Odisha News

BREAKING NEWS

ଭାଇରାଲ ପୋଷ୍ଟମୋର୍ଟମ: କେତେଦୂର ସତ ବିଜେପି ବିରୋଧରେ ଅଭିଯୋଗ ?

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ବିଜେପି କର୍ମୀଙ୍କ ପଥରମାଡ ଘଟଣା । ଲୋକେ ଦାବି କରିଛନ୍ତି ଏହି ଭିଡିଓଟି ପଶ୍ଚିମବଙ୍ଗରୁ ଆସିଛି । ହେଲେ ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । ଏକ ସମ୍ବେଦନଶୀଳ ମାମଲାକୁ ନେଇ ବିଜେପି କର୍ମୀ ଏଭଳି କାଣ୍ଡ ଘଟାଇଥିଲାବେଳେ ଦାବି ମୁତାବକ ସ୍ଥାନ ଓ ତାରିଖରେ କିନ୍ତୁ ଯଥେଷ୍ଟ ଫରକ ରହିଛି ।

Leave A Reply

Your email address will not be published.