ଭୁବନେଶ୍ୱର: କେବେ ଫଳରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବିଷୟରେ ଶୁଣିଛନ୍ତି କି ? ଆଉ ଯଦି ଶୁଣିଛନ୍ତି, କେବେ ସେଥିରେ ବଜାଇଛନ୍ତି କି ? ଆପଣଙ୍କ ଉତ୍ତର ଯଦି ନା, ତେବେ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ତରଭୁଜ ଓ କିୱି ଭଳି ଫଳରେ ଇଲୋକ୍ଟ୍ରୋନିକ୍ ସ୍ୱର ଉତ୍ପନ୍ନ କରି ଏହି ବ୍ୟକ୍ତି ଜଣକ ଚର୍ଚ୍ଚାରେ ରହିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ବହୁଳମାତ୍ରାରେ ଲୋକେ ସେୟାର କରିଛନ୍ତି । ଏକ ମିନିଟର ଭିଡିଓରେ ମେଜେର୍ଗ ନାମକ ଜଣେ ବ୍ୟକ୍ତି କିଛି ତରଭୂଜ ଖଣ୍ଡ ଓ କିୱି ଜରିଆରେ ଇଲୋକ୍ଟ୍ରୋନିକ୍ ଶବ୍ଦ ବାହାର କରିବାରେ ସଫଳ ହୋଇଛନ୍ତି । ଫଳଗୁଡିକ ତାର ଜରିଆରେ ଏକ ମେଟାଲ ବୋର୍ଡ ସହ ସଂଯୁକ୍ତ । ଯାହା ଏକ ଲାପଟପ ସହ ଜଡିତ । ଅନ୍ୟପଟେ ପାଦ ପାଖେ ଏକ ଡ୍ରମ୍ ସେଟ୍ଅପ୍ ବି ରହିଛି । ତେବେ ଫଳରୁ ଶବ୍ଦ ବାହାର କରିବା ପାଇଁ ମେଜେର୍ଗ ପ୍ଲେଟ୍ରୋନିକା ର ସହାୟତା ନେଇଛନ୍ତି ।
BREAKING NEWS
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
Comments are closed.