Latest Odisha News

[ଦେଖନ୍ତୁ] ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ବୁଦ୍ଧଙ୍କ ଏହି ୪ କଥା ଭାରତୀୟଙ୍କୁ ଦେଉଛି ପ୍ରେରଣା

ନୂଆଦିଲ୍ଲୀ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କ ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

BjdElectrycity

ଭଗବାନ ବୁଦ୍ଧ କହିଥିବା ମହାନ ବାଣୀ ସମ୍ପର୍କରେ ଜନ ସାଧାରଣଙ୍କୁ ଆଉ ଥରେ ମନେ ପକାଇଦେଇଛନ୍ତି ।

ବୁଦ୍ଧଙ୍କ ବାଣୀ ଅନୁଯାୟୀ, ଦୟା, କରୁଣା, ସୁଖଦୁଃଖ ପତ୍ରି ସମଭାବ ଓ ଯିଏ ଯେମିତି, ସେହି ରୂପରେ ରହିବା । ଭଗବାନ ବୁଦ୍ଧଙ୍କ ଏହି ବାର୍ତ୍ତା ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୋଦୀ କହିଛନ୍ତି ।

ଭାରତର ମହାନ ସଭ୍ୟତା ଓ ସଂସ୍କୃତି ସମସ୍ତ ପରିସ୍ଥିତିରେ ବିଶ୍ୱକୁ ସଠିକ ମାର୍ଗ ଦେଖାଇଛି । ଭଗବାନ ବୁଦ୍ଧ ଭାରତର ସଂସ୍କୃତି ଓ ଏହି ମହାନ ପରମ୍ପରାକୁ ବହୁତ ସମୃଦ୍ଧ କରିଛନ୍ତି । ସେ ନିଜେ ନିଜର ପ୍ରେରଣା ସାଜିବା ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ପ୍ରେରଣା ଯୋଗାଇଛନ୍ତି ।

ମୋଦୀ ଆହୁରି କ’ଣ କହିଛନ୍ତି ଆସନ୍ତୁ ଦେଖିବା:

Leave A Reply

Your email address will not be published.