Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ସୋନମ୍ କପୁରଙ୍କ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କଲେ ସ୍ୱାମୀ ଆନନ୍ଦ ଆହୁଜା !

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ସୋନମ୍ କପୁରଙ୍କ ଏକ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା । ଏହି ଭିଡ଼ିଓଟିକୁ ମଙ୍ଗଳବାର ଦିନ ସୋନମଙ୍କ ୩୫ତମ ଜନ୍ମ ଦିବସରେ ସୋସିଆଲ୍ ମିଡ଼ିଆରେ ନିଜେ ଆନନ୍ଦ ହିଁ ଶେୟାର୍ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଚୁଲବୁଲି ସୋନମଙ୍କ ଅଜାଣତରେ ସ୍ୱାମୀ ଆନନ୍ଦ ହିଁ ଏହି ଭିଡ଼ିଓଟିକୁ ରେକର୍ଡ଼ିଂ କରିଥିଲେ । ଅବଶ୍ୟ ପରେ ସୋନମ ନିଜର ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଓପନ୍ କରିବା ପରେ ହିଁ ସ୍ୱାମୀଙ୍କର ଏହି କାରସାଦି ଜାଣିପାରିଥିଲେ ।

 

View this post on Instagram

 

My entire ??? @sonamkapoor ! ??☺️ Happy Birthday Month! ?❤️ ••• PS that’s your playlist @rheakapoor ?

A post shared by anand s ahuja (@anandahuja) on

ଏହି ଭିଡ଼ିଓଟି ଲାଗି ସୋନମ୍ ଆନନ୍ଦଙ୍କୁ ଅଜସ୍ର ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ସୋନମଙ୍କର ବିନା ଅନୁମତିରେ ସ୍ୱାମୀ ଆନନ୍ଦ ଏହି ଭିଡ଼ିଓଟିକୁ ରେକର୍ଡ଼ିଂ କରିବା ସହିତ ସୋସିଆଲ୍ ମିଡ଼ିଆରେ ଶେୟାର୍ କରିଦେଇଛନ୍ତି ।

ଏହି ଭିଡ଼ିଓଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଆନନ୍ଦ ସୋନମଙ୍କ ଉଦ୍ଦେଶ୍ୟରେ ଦୁଇପଦ କଥା ଲେଖିଛନ୍ତି, “ମାଇଁ ଏଣ୍ଟାୟାର୍ “ସୋନମ କପୁର! ହ୍ୟାପି ବାର୍ଥଡ଼େ ମଙ୍ଗଥ ।”

କେବଳ ସେତିକି ନୁହେଁ, ଆନନ୍ଦ ଏହି ଭିଡ଼ିଓଟିକୁ ନିଜେ ଲୁଚି ଲୁଚି ରେକର୍ଡ଼ିଂ କରିଥିଲେ ପତ୍ନୀଙ୍କୁ ଜନ୍ମଦିନରେ ସରପ୍ରାଇଜ୍ ଦେବାକୁ । ସୋନମ ଜନ୍ମ ଦିନ ସକାଳେ ନିଜର ପେଭରିଟ୍ ଗୀତଟିକୁ ମଧ୍ୟ ଗୁଣୁ ଗୁଣୁ ହୋଇ ବୋଲୁଥିଲେ ।

Leave A Reply

Your email address will not be published.