ବ୍ୟାଙ୍କକ: ଥାଇଲାଣ୍ଡ ଜଙ୍ଗଲରେ ଏବେ ଚାଲିଛି ବିଭିନ୍ନ ଦେଶର ମିଳିତ ୱାରଗେମ୍ ଏକ୍ସରସାଇଜ । ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଟ୍ରେନିଂରେ ସୈନ୍ୟମାନଙ୍କୁ ବହୁ କଷ୍ଟସାଧ୍ୟ ପ୍ରଶିକ୍ଷଣ ନେବାକୁ ପଡିଥାଏ ।ବିପଦପୂର୍ଣ୍ଣ ପରିବେଶରେ ଜଙ୍ଗଲ ମଧ୍ୟରେ ବଂଚିବା ଏଠାରେ ଶିକ୍ଷା ଦିଆଯାଏ । ସାପ, ବିଛା, ଏଣ୍ଡୁଅ, ଜୋକ ପରି ଜନ୍ତୁମାନଙ୍କୁ ଖାଇବାକୁ ପଡିଥାଏ । ନାଗସାପ ରକ୍ତ ଓ ବଣ କୁକୁଡାକୁ ଛିଡାଇ କଂଚା ଚୋବାଇବାକୁ ପଡିଥାଏ ।ଯଦି ପାଣି ନ ମିଳିଲା ତେବେ ସାପର ରକ୍ତ ବଂଚାଇବାରେ ସହାୟ ହେବ । ଏହି ପ୍ରଶିକ୍ଷଣରେ ୯୬୦୦ ସୈନ୍ୟ ଯୋଗ ଦେଇଥିଲେ ।ସେମାନଙ୍କ ସହିତ ଜାପାନ, ଥାଇଲାଣ୍ଡ, ଚାଇନା, ଭାରତ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଓ ମାଲେସିଆ ସୈନ୍ୟ ମଧ୍ୟ ଯୋଗ ଦେଇଥିଲେ । ଅନେକ ସୈନ୍ୟ ଏହି ପ୍ରଶିକ୍ଷଣକୁ ପୂରା କରିପାରନ୍ତି ନାହିଁ ।
BREAKING NEWS
- ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ
- ୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
- ପଥର ଖାଦାନରେ ଚାପି ହୋଇ ଶ୍ରମିକ ମୃତ
- ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା
- ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍ ଜୋନ୍’
- ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ
- ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର
- ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା: ଫ୍ଲାଏ ଆଶ ପରିଚାଳନା ପାଇଁ ଆସିବ ଏସଓପି
- ଆଇପିଏଲ ନିଲାମରେ ରେକର୍ଡ କଲେ ଜୟଦେବ ଉନାଡକଟ
- ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ , ଜାରି ହେଲା ଟୋଲ୍ ଫ୍ରି ନମ୍ବର
Comments are closed.