ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର ଟିକାର ମାନ, ନିରାପତ୍ତା ଓ ଫଳପ୍ରଦତାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ WHO ଅନୁମତି ଦେଇଥିବା ଘୋଷଣା କରିଛି ।


ଫାଇଜରକୁ WHO ଅନୁମତି ଦେଇଥିବାରୁ ଅନେକ ଦେଶରେ ଏହାର ବିତରଣ ପାଇଁ ଅନୁମତି ମିଳିପାରେ । ପୂର୍ବରୁ ଆମେରିକା, ବ୍ରିଟେନ, ବାହାରିନ, କାନାଡ଼ା ଭଳି ଦେଶ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ । ଆମେରିକା ଓ ବ୍ରିଟେନରେ ଫାଇଜର ଟିକାକରଣ ବି ହୋଇଛି । ତେବେ ଏହି ଟିକାକୁ ମାଇନସ ୭୦ରୁ ୯୦ ଡିଗ୍ରୀ ମଧ୍ୟରେ ରଖିବାକୁ ପଡ଼ିବ । ଏଦିଗରେ ଅନେକ ଦେଶ ଚ୍ୟାଲେଞ୍ଜ ସାମନା କରି ପାରନ୍ତି ।
BREAKING NEWS
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
- BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି
- ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି
- Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..
- Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ ହେଲା ୧୩୫୩ କୋଟି ଟଙ୍କା…
- ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି
- Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ
- ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ
- ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…
- The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି ‘ଦି ବ୍ଲଫ୍’ ଟ୍ରେଲରରେ ତାଙ୍କ କିଲର ଲୁକ୍…
Comments are closed.