ଯାଜପୁର: ଯାଜପୁର ଜିଲ୍ଲାରେ ରଜ ପର୍ବ ପାଳନ ଉପରେ ଲାଗିଲା କଟକଣା। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକତ୍ରିତ ନେହେବା ନେଇ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ସେହିଭଳି ରଜରେ ମେଳା, ରଜ ଦୋଳି ସହ କବାଡ଼ି ଭଳି ଦଳଗତ ଖେଳ ଉପରେ କଟକଣା ଲଗାଯାଇଛି। ଏହି ନିୟମ ଉଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କଟକଣା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
BREAKING NEWS
- ‘ମାଛି ଜନତା ପାର୍ଟି’ର ଆବିର୍ଭାବ: CJP ସହିତ ବୁଝାମଣା ପାଇଁ ଆଲୋଚନା
- ୪ର୍ଥ ଟି୨୦ରେ ୱେଷ୍ଟଇଣ୍ଡିଜ ବିଜୟୀ : ସିରିଜ ୨-୨ ରୋମାଂଚକ ସ୍ଥିତିରେ
- Mohan Majhi Targets BJD:ଶିଳ୍ପାୟନ ଓ ନିଯୁକ୍ତି ନେଇ ତେଜିଲା ରାଜନୀତି; ମୁହାଁମୁହିଁ ନବୀନ-ମୋହନ
- ଓପିଏସ କଲେଜକୁ ସାଇନ ଏ ଡାଏ ଘୋଷଣା;ଛାତ୍ର ସଂସଦ ନିର୍ବାଚନ ହେଲା ବାତିଲ
- ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର
- ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…
- ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…
- ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
- ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା

Comments are closed.