Latest Odisha News

BREAKING NEWS

ପିଶାଚୀ ମା’ , ତିନି ବର୍ଷର ଶିଶୁକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା

କୋରାପୁଟ : ରାକ୍ଷସୀ ସାଜିଲା ମା’ । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ତିନି ବର୍ଷର ଶଶିକୁ ଅତି ନୃଶଂସ ଭାବେ ହତ୍ୟା କଲା ମା । ମା’ ଶିଶୁଟିକୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।କୋରାପୁଟ ସଦର ଲୁକୁମାରୀ ଗାଁରେ ଏପରି ଅଘଟଣ ଘଟିଛି । ଘଟଣା ସ୍ଥଳରେ କୋରାପୁଟ ଏସଡିପିଓ ଓ ପୋଲିସ ଟିମ୍ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଗାଁରେ ରାତିରେ ଚଇତି ପର୍ବ ଚାଲିଥିଲା । ଆଜି ସକାଳୁ ଏପରି ଅଘଟଣ ଘଟିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ , ଶିଶୁର ମାକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.