Latest Odisha News

[ଭିଡିଓ] ଚାଂଚଲ୍ୟ ଖେଳାଇଲା ମହିଳାଙ୍କ ହତ୍ୟା ମାମଲା, ୨ ଅଟକ

ଭଦ୍ରକ: ନିଶା କାରବାରକୁ ବାଦ୍ ଦେଲେ ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଗତକାଲି ରାତିରେ କାଉପୁର ପଂଚାୟତର ଏଡାଦେଇ ଗାଁରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.