Latest Odisha News

BREAKING NEWS

ଆଜି ୱାର୍ଲଡ ହାବିଟାଟ୍‌ ଡେ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ‘ୱାର୍ଲଡ ହାବିଟାଟ୍ ଡେ’ ବା ବିଶ୍ବ ବାସସ୍ଥାନ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିରନ୍ତର ବିକାଶ ବିଷୟରେ ଅବଗତ କରାଇବା।

ଯାହା ଦ୍ବାରା ପ୍ରତ୍ୟେକ ମାନବ ବସତିର ମୌଳିକ ଅବସ୍ଥା ପୂରଣ ହୋଇପାରିବ। ପ୍ରତିବର୍ଷ ପରି ଏହି ବର୍ଷ ବିଶ୍ବ ବାସସ୍ଥାନ ଦିବସର ବିଷୟବସ୍ତୁ ରଖାଯାଇଛି ‘‘ସମସ୍ତଙ୍କ ପାଇଁ ଗୃହ ଏକ ଉତ୍ତମ ସହରୀ ଭବିଷ୍ୟତ’’।

ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଣିଷର ମୌଳିକ ଆବଶ୍ୟକତା। ସହରୀ ଜୀବନର ପରିବର୍ତ୍ତନକୁ ବିଚାର କରିବା ଏବଂ ପରସ୍ପର ପ୍ରତି ଦାୟିତ୍ବକୁ ବୁଝିବା ପାଇଁ ଏକ ସୁଯୋଗ।

Leave A Reply

Your email address will not be published.