Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ୪୦୦୦ ଦର୍ଶକଙ୍କୁ ଅନୁମତି ମିଳିବ

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନରେ ଖେଳାଯିବ । କରୋନା ମହମାରୀ ଏବେ ଏଠାରେ ନିୟନ୍ତ୍ରଣରେ ଥିବାରୁ ମ୍ୟାଚ ଉପଭୋଗ ପାଇଁ ୪ ହଜାର ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ହାମ୍ପଶାୟର କାଉଟିଂ କ୍ଲବ ମୁଖ୍ୟ ରଡ ବ୍ରାନ୍ସଗ୍ରୋଭ କହିଛନ୍ତି । ଦୀର୍ଘ ଦିନ ପରେ ଦର୍ଶକ ଷ୍ଟାଡିୟମରେ କ୍ରିକେଟର ମଜା ଉଠାଇପାରିବେ ।

ଆଇସିସିର ବିଭିନ୍ନ ଅଫିସିଆଲ, ସ୍ପନଶର ଓ ଅନ୍ୟ ଭାଗିଦାରୀଙ୍କ ପାଇଁ ୫୦ ପ୍ରତିଶତ ସିଟ ସଂରକ୍ଷିତ ରହିବ । କେବଳ ୨ ହଜାର ସିଟ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ ।

Leave A Reply

Your email address will not be published.