Latest Odisha News

କାହିଁକି ୟଶ ଚୋପ୍ରା ଥିଲେ ରୋମାନ୍ସର କିଙ୍ଗ୍?

ନୂଆଦିଲ୍ଲୀ: ୟଶ ଚୋପ୍ରା ବଲିଉଡକୁ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ହିନ୍ଦୀ ସିନେମା ଭିତରେ ରୋମାନ୍ସର ଏକ ନୂତନ ସଂଜ୍ଞା ପ୍ରସ୍ତୁତ କରିଥିଲେ। ସମୟ ସହିତ ସେ ଦର୍ଶକଙ୍କ ପସନ୍ଦକୁ ମଧ୍ୟ ବୁଝିଥିଲେ ଏବଂ ଏହା ଉପରେ ଅଧିକ କାମ କରିଥିଲେ।

BjdElectrycity

ଏହାପରେ ସେ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ତାହା ବଲିଉଡର ସୁବର୍ଣ୍ଣ ଇତିହାସରେ ରେକର୍ଡ ହେବାକୁ ଲାଗିଲା। ୟଶ ଚୋପ୍ରାଙ୍କ ଜନ୍ମ ୨୭ ସେପ୍ଟେମ୍ବର ୧୯୩୨ରେ ହୋଇଥିଲା ଏବଂ ୨୧ ଅକ୍ଟୋବର ୨୦୧୨ ରେ ଡେଙ୍ଗୁରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ବଲିଉଡ୍‌ରେ ରୋମାନ୍ସର ଦିଗ ପରିବର୍ତ୍ତନ କରିଥିବା ମହାନ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କିଛି ସର୍ବୋତ୍ତମ ଚଳଚ୍ଚିତ୍ର ବିଷୟରେ ଜାଣନ୍ତୁ। ଚଳଚ୍ଚିତ୍ରଗୁଡ଼ିକ ହେଲା…

ୱକ୍ତ୍‌ (୧୯୬୫), ଇତେଫାକ୍‌ (୧୯୬୯), ଦାଗ୍‌ (୧୯୭୨), ଦିୱାର (୧୯୭୫), ତ୍ରିଶୁଳ (୧୯୭୮), ସିଲ୍‌ସିଲା (୧୯୮୧), ଚାନ୍ଦନୀ (୧୯୮୯), ଲମ୍‌ହେ (୧୯୯୧), ଡର୍‌ (୧୯୯୩), ଦିଲ୍‌ ତୋ ପାଗଲ୍‌ ହୈ (୧୯୯୭),

Leave A Reply

Your email address will not be published.