Latest Odisha News

BREAKING NEWS

ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ଅନସ୍କ୍ରିପ୍ଟଟେଡ୍ ଓଡିଆ ଆନୁକୁଲ୳ରେ ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ୱର ଚଉଷଠି ଯୋଗିନି ଗେଷ୍ଟ ହାଉସ  ଏହି କାର୍ଯ୳କ୍ରମରେ ଅନୁଷ୍ଠିତ ହୋଇଥିଲା। ଡ଼ଃ ଅବଦୁଲ୍ ଓସିଦ୍ ଖାନ୍, ବିଧୁ ଭୁଷଣ ପଟ୍ଟନାୟକ, ଉମି ଡାନିଏଲ୍, ତପନ ମହାନ୍ତି, ବଙ୍କିମ ଚନ୍ଦ୍ର ନାୟକ ଓ ଡ଼ଃ କାଳନ୍ଦୀ ଚରଣ ସାହୁ ଅତିଥି ରୂପେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଡ଼଼ଃ ସାହୁ ସଭାର ସଭାପତିତ୍ବ କରିଥିଲେ।

ଲୁଚିଯାଇଥିବା ପ୍ରତିଭା ତଥା ଯୁବପିଢିଙ୍କୁ ଅଧିକ ଉତ୍ସାହିତ କରିବା ଲକ୍ଷ୳ ରଖି ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ପତ୍ରିକା ଉନ୍ମୋଚିତ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ବରିଷ୍ଠ ଲେଖକ, ଯୁବ ଲେଖକ, ଅନସ୍କ୍ରିପ୍ଟଟେଡ୍ ପ୍ରତିଭା, ଏନଭାୟରମେଣ୍ଟ ପ୍ରତିଭା, ପ୍ରଜୋଜକ, ମିଡିଆ ଆଦି ବିଭିନ୍ନ ଶ୍ରେଣୀର ବ୳କ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ନିହାରିକା ମହାନ୍ତି ଓ ହରିଶ୍ ମହାନ୍ତି କାର୍ଯ୳କ୍ରମକୁ ପରିଚାଳନା କରିଥିବା ବେଳେ ଅନ୳ ସଦସ୳ ମାନେ ସହଯୋଗ କରିଥିଲେ। ପରିଶେଷରେ ଶେଖ୍ ଗୁଲଜାର ହୁସେନ୍ ଧନ୳ବାଦ ଜଣାଇ ସଭା ଶେଷ କରିଥିଲେ।

Leave A Reply

Your email address will not be published.