Latest Odisha News

BREAKING NEWS

ସୁନ୍ଦରଗଡ଼ ର‌୍ୟାଲିରେ ନବୀନ ସରକାରକୁ ବର୍ଷିଲେ ଯୋଗୀ ଆଦିତ୍ୟନାଥ

ରାଉରକେଲା: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯୋଗୀ ଆଦିତ୍ୟନାଥ ସୋମବାର ଦିନ ବିଭିନ୍ନ ଦୁର୍ନୀତି ସ୍କାମରେ ଜଡ଼ିତ ଥିବା ତଥା ଓଡ଼ିଶା ବିକାଶରେ ବାଧକ ସାଜିଥିବା ଅଭିଯୋଗ କରି ନବୀନ ସରକାରକୁ ସମାଲୋଚନା କରିଛନ୍ତି ।

କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ପରି କେତେକ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ବାଧକ ସାଜିଛି ନବୀନ ସରକାର ବୋଲି ଯୋଗୀ ଆଦିତ୍ୟନାଥ ସୋମବାର ଦିନ କହିଛନ୍ତି ।

“ଯଦି ଓଡ଼ିଶାରେ ବିଜେପି ସରକାର କ୍ଷମତାସୀନ ହୁଏ ତେବେ ଆମେ ଓଡ଼ିଶାକୁ ବିକାଶ ଧାରାର ସର୍ବାଗ୍ରେ ପହଞ୍ଚାଇ ପାରିବୁ,” ବୋଲି ଏହି ର‌୍ୟାଲିରେ କହିଛନ୍ତି ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.