Latest Odisha News

BREAKING NEWS

ବିପକ୍ଷ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର କରୁଛନ୍ତି : ଯୋଗୀ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ହାଥ୍ରାସ କେସ୍ ନେଇ ବିପକ୍ଷକୁ ଟାର୍ଗେଟ କରିଛନ୍ତି । ସମସ୍ତ ବିପକ୍ଷ ଦଳଗୁଡିକ ଏକତ୍ର ହୋଇ ଉରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ସେମାନଙ୍କ ବିକାଶ ଭଲ ଲାଗୁ ନାହିଁ କିନ୍ତୁ ଆମକୁ ଆଗକୁ ବଢ଼ିବାର ଅଛି । ଯେଉଁମାନେ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କ ଆପଣମାନେ ରୋକିପାରେ ।

ମୋ ନାମରେ ଫେକ୍ ଆକଂଉଟ କରି ଉତେଜନାପୂର୍ଣ୍ଣ ବାର୍ତା ସୋସିଆଲ ସାଇଟରେ ଦେଉଛନ୍ତି । ଏଥିରେ ପଡନ୍ତୁ ନାହିଁ । ହାଥ୍ରାସ କେସର ଦୋଷୀ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବ ବୋଲି ସେ କହିଛନ୍ତି ।

Comments are closed.