ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି ।
ଗିରଫ ଯୁବକଙ୍କ ନାଁ ରାଜେନ୍ଦ୍ର ମଲ୍ଲିକ । ତାଙ୍କୁ ଶ୍ୱଶୁର ଘର ନରହରିପୁର ଗାଁରୁ ଗିରଫ କରିଛି ଧୁଷୁରୀ ଥାନା ପୋଲିସ । ରାଜେନ୍ଦ୍ର ଫେକ୍ ଆଇଜି ଜରିଆରେ ୬୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଦିଲ୍ଲୀ ବିମାନବନ୍ଦର ଓ ନାମୀ ଲୋକଙ୍କ ନାଁରେ ଆଇଡି ଖୋଲି ଜାଲିଆତି କରୁଥିଲେ ।
BREAKING NEWS
- Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!
- CJP Protest: ପୁଣି ମଇଦାନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି! CECଙ୍କ ଇସ୍ତଫା ୧୦ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ବିକ୍ଷୋଭ
- Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
- ଟୋଲଗେଟରୁ ନକଲି RTOକୁ ବାନ୍ଧିଲା ପୋଲିସ
- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ
- ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ
- ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ
- ବିଜେଡିର ମିଡିଆ ଓ ଆଇଟି ସେଲ୍ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର
- ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା
- ମୋବାଇଲ୍ ନମ୍ବର ନଥିଲେ ହେବନି ସ୍ପିଡ୍ ପୋଷ୍ଟ: ଠକେଇ ରୋକିବାକୁ ଭାରତୀୟ ଡାକ ବିଭାଗର ନୂଆ ନିୟମ

Comments are closed.