Latest Odisha News

BREAKING NEWS

ଲକ୍‌-ଡାଉନରେ ଦର୍ଶକଙ୍କ ମନୋରଂଜନ କରିବ ହନିି ସିଂଙ୍କ ମସ୍କୋ ସୁକା !

ମୁମ୍ବାଇ: କରୋନାମହାମାରୀରେ ପ୍ରଥମ ଅଫିସିଆଲ ଟ୍ରାକ୍ ଭାବେ ରିଲିଜ ହୋଇଛି ରାପର ହନିଂ ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ମସ୍କୋ ସୁକା । ଏହି ଗୀତରେ ପୁଣିଥରେ ସିଙ୍ଗର ନେହା କକ୍କର ହନି ସିଂଙ୍କ ସହ ଯୋଡି ହୋଇଛନ୍ତି ।

ପଂଜାବୀ ଓ ଋଷିଆନ ଭାଷାରେ ପ୍ରଥମ ଥର ପାଇଁ ଭାରତରେ କୌଣସି ଗୀତ ନିର୍ମିତ ହୋଇଛି । ବାଇଲିଙ୍ଗୁଆଲ୍ ଟ୍ରାକ୍ ମସ୍କୋ ସୁକା ର ପଂଜାବୀ ଭର୍ସନରେ ନେହା ଓ ହନି ସିଂ ଭଏସ୍ ଦେଇଥିଲାବେଳେ ଋଷିଆନ ଭର୍ସନରେ ସ୍ୱର ଦେଇଛନ୍ତି କ୍ୟାଟ୍ରିନା ସିଜୋଭା ।

ଭୁଷଣ କୁମାରଙ୍କ ପ୍ରଯୋଜିତ ଏହି ଭିଡିଓ ସଙ୍ଗକୁ ହନିଂ ସିଂଙ୍କ କନସର୍ଟ ଉପରେ ପିକ୍‌ଚରାଇଜ କରାଯାଇଛି । କହିବାକୁ ଗଲେ ଏକ ଲିରିକାଲ ପ୍ରେଜେଣ୍ଟେସନ୍ ଜରିଆରେ ହନିଂ ସିଂ ଗୀତଟିକୁ ରିଲିଜ୍ କରିଛନ୍ତି । ଲକ୍‌-ଡାଉନରେ ଗୀତଟି ପପୁଲାରିଟି ହାସଲ କରିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.