Latest Odisha News

BREAKING NEWS

ଖେଳ

ଖେଳ ମୁକୁଲ୍ ମିଶ୍ର ଘଣ୍ଟା ପ୍ରତି ଶହେ କିଲୋମିଟର ବେଗ ଆଉ ନିଜ ଭିତରୁ ଉଠି ଆସୁଥିବା ଅଇ ସହ ଯୁଝୁଥିଲା ବେଳେ ଯେମିତି ଝର୍କା ବାଟେ ଅଦେଖା ରହିଯାଏ ସାରାଟା ପୃଥିବୀ, ସେମିତି ହିଁ ତୁ ତୋ ଭିତରେ ବୁଡିଥିବୁ ଆଉ ତୋର ମତେ ତୋଳି ପାରିନଥିବା ଆଖିର ଉହାଡରେ ଠିକ୍ ଗୋଟେ ଦୃଶ୍ୟ ଭଳି…

କବିର ରାଜନୀତି

କବିର ରାଜନୀତି ମୁକୁଲ୍ ମିଶ୍ର ଦେଶ ପାଇଁ ଆକ୍ରୋଶ ଓ ଆହ୍ୱାନର ଏ କିଳିକିଳା ଚିତ୍କାର ବେଳକୁ ମୋର ଏଠି, ଏମିତି ତରଳ ପ୍ରେମ କବିତାଟେ ହୋଇ ତମ ଭିତରେ ଭେଦିଯିବା କଣ ଠିକ୍? ଅବଶ୍ୟ ବନ୍ୟାଠୁ ମୁକୁଳି ବନ୍ଧ ବାନ୍ଧୁ-ବାନ୍ଧୁ ବନ୍ଧନ ଛିଣ୍ଡେଇ ବହିଯାଏ ଯିଏ ସେ ମୁଁ ନୁହେଁ ।…