Latest Odisha News

BREAKING NEWS

ଆଜି ଯାଜପୁରରୁ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ

ଯାଜପୁର: ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଛି।

ଆଜି ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ:

ରସଲୁପୁର ବ୍ଲକର ୬ଜଣ (ଜିଲ୍ଲାର ପ୍ରଥମ ୪ ବିଦେଶ ଫେରନ୍ତା, ୪ଜଣ ଦୁବାଇ ରୁ ଓ ୨ଜଣ କଲିକତା ଫେରନ୍ତା ), ଦଶରଥପୁର ବ୍ଲକର ୨୫ଜଣ (୨୪ କଲିକତା ଓ ଜଣେ ତେଲେଙ୍ଗାନା ଫେରନ୍ତା), କୋରାଇ ବ୍ଲକର ୨ଜଣ (ସମସ୍ତେ ଚେନାଇ ଫେରନ୍ତା), ବରୀ ବ୍ଲକର ୪ଜଣ, (୩ଜଣ କଲିକତା ଫେରନ୍ତା ଓ ଜଣେ ହରିଆଣା ଫେରନ୍ତା), ବିଞ୍ଝାରପୁର ବ୍ଲକର ୯ଜଣ, (୮ କଲିକତା ଓ ଜଣେ ଛତିଶଗଡ଼ ଫେରନ୍ତା) ।

Leave A Reply

Your email address will not be published.