Latest Odisha News

BREAKING NEWS

ଫଟୋରେ ଫଟୋରେ…ଜନସମୁଦ୍ର ପୁରୀ ବଡ଼ଦାଣ୍ଡ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଉତ୍ସବ ମୁଖର ହୋଇଉଠିଛି ବଡ଼ଦାଣ୍ଡ। ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଛି। ଫଟୋରେ ଦେଖନ୍ତୁ…

Leave A Reply

Your email address will not be published.