Latest Odisha News

BREAKING NEWS

ଜଗତସିଂହପୁରରେ ୧୧ ଲକ୍ଷଣ ବିହୀନ କରୋନା ରୋଗୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ବୁଧବାର ଦିନ କରୋନା ରୋଗର କୌଣସି ଲକ୍ଷଣ ନଥିବା ୧୧ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଛନ୍ତି ।

ଅଧିକ ପଢନ୍ତୁ: କଟକରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

ଗଣମାଧ୍ୟମକୁ ସୂଚନାଦେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ, ୧୧ ଜଣ ବ୍ୟକ୍ତି ଯେଉଁମାନେ କି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ଏହି ସମସ୍ତ ରୋଗୀ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।

ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲ୍ ଏବଂ ପାରାଦୀପର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଛି ।

Leave A Reply

Your email address will not be published.