Latest Odisha News

BREAKING NEWS

Browsing Tag

Jagatsinghpur

ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି ପରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର: ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିବା ପରେ ଜୀବନ ହାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଗଲୁପଡ଼ା ଗାଁରେ । ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି । ମୃତକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ପ୍ରକାଶ…

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ ମୁଖ୍ୟ…

କାଲି ଶ୍ରାବଣ ସୋମବାର, ପାଣି ଉଠାଇବା ବେଳେ ଦେବୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଜଗତସିଂହପୁର: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ସୋମବାର । ଏଥିପାଇଁ ବିଭିନ୍ନ ନଦୀ ପଠା ସହ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରରୁ ମହାଦେବଙ୍କ ପାଖରେ ଜଲ ଲାଗି କରିବାକୁ ବିଭିନ୍ନ ନଦୀରୁ ପାଣି ଆଣି ମନ୍ଦିର ଅଭିମୁଖେ ବାହାରୁଛନ୍ତି କାଉଡ଼ିଆ । ଜଗତସିଂହପୁରର ଦେବୀ ନଦୀରେ ବୁଡ଼ମାରି…

ନେତାଙ୍କୁ ଦଳରୁ ନିଲମ୍ବନକୁ ନେଇ ତାତିଲେ କର୍ମୀ, ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ ।…

ମୋବାଇଲ୍ ଚୋରି କରୁଥିବା ବେଳେ ଡ଼୍ରାଇଭରଙ୍କ ହାତରେ ଧରାପଡ଼ିଲା ଚୋର

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଦୋଛକି ଠାରେ ଆଇରନ ବୋଝେଇ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର। ଦୁଇଜଣ ଯୁବକ ଏକ ଟ୍ରକରୁ ମୋବାଇଲ୍ ଚୋରି କରୁଥିବା ସମୟରେ କିଛି ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କ ନଜରରେ ପଡ଼ିଥିଲା ।…

ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର,୨ ଆହତ

କୁଜଙ୍ଗ: ବରିହାଡିହା ଗାଁରେ ଅଘଟଣ । ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ ବଜ୍ରପାତରେ ଦୁଇ ବଖରା ଘର ଜଳିଯିବା ସହ ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା, ପବନ ସହ…

ବିଲରେ ୧୧ କେଭି ତାର ଲାଗି ଆଖି ବୁଜିଲେ ଚାଷୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାରାଦୀପ: ବିଲରେ ବିଦ୍ୟୁତ୍ ନେଲା ଜୀବନ । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲାର ପିପ୍ପଳ ବରେଇ ଗାଁରେ । ଗାଁର କଣ୍ଡୁରୀ ରାଉତ ବିଲକୁ ଯାଇଥିବା ବେଳେ ସେଠାରେ କମ୍ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । କଣ୍ଡୁରୀଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା…

ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ,…

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଜଗତସିଂହପୁର : ଆଖିବୁଜିଲେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ…

ଆରଟିଆଇରେ ତଥ୍ୟ ମାଗିଲେ ବିଡିଓ ଧମକ ଦେଉଥିବା ଅଭିଯୋଗ, ଥାନାରେ ଏତଲା

ଜଗତସିଂହପୁର: ବିବାଦରେ ଜଗତସିଂହପୁର ବିଡିଓ । ଆରଟିଆଇରେ ତଥ୍ୟ ମାଗିବାରୁ ବିଡିଓ ଧମକ ଦେଉଥିବା ଅଭିଯୋଗ ହୋଇଛି । ବିଡିଓ ଜାତିଆଣ ଆକ୍ଷେପ କରିବା ଏବଂ ଅଶାଳୀନ ବ୍ୟବହାର କରିଥିବା ନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ । ସଦର ଥାନା ଟିଟିଗାଁର ଦେବେନ୍ଦ୍ର ଦାସ…