କଟକ: ସିଲଭର ସିଟି କଟକରୁ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ଜଣ କରୋନା ପଜିଟିଭ । ଏନେଇ ସ୍ପଷ୍ଟ କରିଛି କଟକ ଜିଲ୍ଲା ପ୍ରଶାସନ। ସେମାନଙ୍କ ମଧ୍ୟରୁ ୫ ଜଣ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ହୋଇଥିବାବେଳେ ୬ ଜଣ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର ଅଟନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ କଟକ ପୋୖରାଞ୍ଚଳରୁ ୫୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମ୍ୟୁନିସିପାଲ କର୍ପୋରେସନ ଘୋଷଣା କରିଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କର୍କଟ ରୋଗୀ ଥିବା ବେଳେ, ୩୬ ଜଣ ଆଟେନଡାଣ୍ଟ ଓ ଜଣେ ଷ୍ଟାଫ ନର୍ସ ଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ସୂଚନା ଦେଇଥିଲେ ।
BREAKING NEWS
- ଅକ୍ଟୋବର ୧୬ରେ ଏହି ସ୍ଥାନରେ ଏକାଠି ହେବେ କକ୍ରୋଚ, ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ…
- ପୁଣି ଭୁବନେଶ୍ୱରରେ କାର୍ ଆତଙ୍କ, ୪ ଗାଡ଼ିକୁ ପିଟିଲା…
- ଜର୍ମାନୀରେ ଭୟାବହ ଅଗ୍ନିକାଣ୍ଡ : ୩ ଭାରତୀୟଙ୍କ ମୃତ୍ୟୁ
- ଆଜି ଛାତ୍ର ସଂସଦ ନିର୍ବାଚନ; ୬,୮୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…
- ସବୁ ଟ୍ରେନ୍ ଟିକେଟରେ ବୀମା ଜରୁରୀ; ୨୭ରୁ ନିୟମ ଲାଗୁ ନେଇ ନିର୍ଦ୍ଦେଶ…
- ‘ମାଛି ଜନତା ପାର୍ଟି’ର ଆବିର୍ଭାବ: CJP ସହିତ ବୁଝାମଣା ପାଇଁ ଆଲୋଚନା
- ୪ର୍ଥ ଟି୨୦ରେ ୱେଷ୍ଟଇଣ୍ଡିଜ ବିଜୟୀ : ସିରିଜ ୨-୨ ରୋମାଂଚକ ସ୍ଥିତିରେ
- Mohan Majhi Targets BJD:ଶିଳ୍ପାୟନ ଓ ନିଯୁକ୍ତି ନେଇ ତେଜିଲା ରାଜନୀତି; ମୁହାଁମୁହିଁ ନବୀନ-ମୋହନ
- ଓପିଏସ କଲେଜକୁ ସାଇନ ଏ ଡାଏ ଘୋଷଣା;ଛାତ୍ର ସଂସଦ ନିର୍ବାଚନ ହେଲା ବାତିଲ
- ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର

Comments are closed.