ଢେଙ୍କାନାଳ :ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ । ସମର କ୍ୟାମ୍ପକୁ ଏକ ପବ୍ଲକି ସ୍କୁଲ ପିଲା ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଛାତ୍ରଛାତ୍ରୀ କାମାକ୍ଷାନଗର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମ ନିକଟକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣ ରେ ଆହତ ହୋଇଥିବା ୧୨ ଜଣ ପିଲାଙ୍କୁ ବାଲିଗୋରଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- BLOଙ୍କ ପାଇଁ ବଡ଼ ଖବର: ମିଳିବ ବଡ଼ ଆର୍ଥିକ ପ୍ରୋତ୍ସାହନ
- ଆଉ ନାହାନ୍ତି ବଲିଉଡ୍ ଆକ୍ଟର ମୁସ୍ତାକ ଖାନ
- ଗ୍ଲୋବାଲ୍ ଆଥଲେଟ୍ ପାର୍ଟନର୍ସ : ଅନୁଷ୍କା ଶର୍ମା ଟପ-୫ରେ ସାମିଲ ହେବାରେ ଏକମାତ୍ର ଭାରତୀୟ
- Ends India’s 16-year medal wait:୧୬ ବର୍ଷର ଅପେକ୍ଷାର ଅନ୍ତ…ଭାରତର ଝିଅ ସୀମା ଜିତିଲେ ବ୍ରୋଞ୍ଜ; ଏପଟେ ମିକ୍ସଡ ରିଲେରେ ଭାରତକୁ ରୌପ୍ୟ
- ଚଳିତ ବର୍ଷ ଲାଇଭ ଷ୍ଟ୍ରିମ ହେବ କଟକ ଦୁର୍ଗାପୂଜା ଓ ଭସାଣି
- ନକଲି ସିମ୍ କାରବାର ଠାବ, ୩ ଅଭିଯୁକ୍ତ ଗିରଫ
- Fake Baba Gang Arrested: ତିନି ଭଣ୍ଡ ବାବା ଗିରଫ;ସୁନା ଅଳଙ୍କାର, ଟଙ୍କା ଜବତ
- ଭାରତର ସାହାଯ୍ୟ ଅପେକ୍ଷାରେ ବାଂଲାଦେଶ ବ୍ୟବସାୟୀ: ଗହମ ପାଇଁ ଭାରତ ଉପରେ ନିର୍ଭର କରୁଛି ଢାକା
- ବିଶ୍ୱରେକର୍ଡ ପାଇଁ ଜାଡେଜାଙ୍କୁ ଆବଶ୍ୟକ ଗୋଟିଏ ୱିକେଟ
- Odisha DGP:ଡିଜିପି ନିଯୁକ୍ତି ଶୁଣାଣି;ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

Comments are closed.