ଢେଙ୍କାନାଳ :ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ । ସମର କ୍ୟାମ୍ପକୁ ଏକ ପବ୍ଲକି ସ୍କୁଲ ପିଲା ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଛାତ୍ରଛାତ୍ରୀ କାମାକ୍ଷାନଗର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମ ନିକଟକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣ ରେ ଆହତ ହୋଇଥିବା ୧୨ ଜଣ ପିଲାଙ୍କୁ ବାଲିଗୋରଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- ଦ୍ବିତୀୟ ପର୍ଯ୍ୟାୟରେ ତତଲା ପାଗ, ପୁଣି ୪ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ ତାପମାତ୍ରା
- ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍ ‘ମାନବ ଚାଲାଣକାରୀ’ ବାରଜାନ୍ ମାଜିଦ୍
- ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ନଡ୍ଡା ଓ ଶାହ; ସମ୍ବଲପୁରରେ ନବୀନଙ୍କ ବିଶାଳ ସଭା
- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି
- ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
- ବିଦେଶୀ କମ୍ପାନି ହାତକୁ ଯାଇପାରେ ଘରେ ପରିଚିତ ‘ହଲଦୀରାମ୍
- ଆଜି ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ, ପନ୍ଦାରି ବଳା ତିଆରି ଆରମ୍ଭ
- କାଶୀ, ବାରଣାସୀ, ବନାରସ… ଏଥି ମଧ୍ୟରୁ କେଉଁଟି କାଶୀ ବିଶ୍ଵନାଥର ସର୍ବପୁରାତନ ନାମ
- ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…
- ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା