Latest Odisha News

ରାଉରକେଲା ଏସଓଏସରୁ ଦୁଷ୍କର୍ମ ପିଡିତା ନିଖୋଜ ଅଭିଯୋଗ

ରାଉରକେଲା: ବିରମିତ୍ରପୁରରେ ଜଣେ ୧୩ ବର୍ଷର ଦୁଷ୍କର୍ମ ପିଡିତା ନାବାଳିକା ଶୁକ୍ରବାର ଦିନ ରାଉରକେଲା ସ୍ଥିତ  ଭିଲେଜରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ସମ୍ପୃକ୍ତ ଅଧିକାରୀମାନେ ଛେଣ୍ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି।

ଏସମ୍ପର୍କରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଏବଂ ପିଡିତାଙ୍କ ପରିବାରକୁ ଅବଗତ କରାଯାଇଛି।

Comments are closed.