Latest Odisha News

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି ଜଳିଯାଇଛି । ଭବନିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଗୁରୁତରଙ୍କୁ ଭବାନୀ ପାଟଣା ହସ୍ପିଟାଲରେ ଭର୍ତି କରିଛି ।

Leave A Reply

Your email address will not be published.