Latest Odisha News

BREAKING NEWS

କାମାକ୍ଷାନଗରରେ ଖସିଲା ବିମାନ: ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଏକ ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।

ସୂଚନାନୁସାରେ, ସୋମବାର ଦିନ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା । ଏଥିରେ ଥିବା ଦୁଇ ୨ ପାଇଲଟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି ।

Leave A Reply

Your email address will not be published.