Latest Odisha News

ଆଜି ସକାଳ ୧୦ଟାରୁ ଆରମ୍ଭ ହେବ +୨ ଅଫଲାଇନ ଖାତା ଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଅଫଲାଇନ ମ୍ୟାଟ୍ରିକ ଖାତା ଦେଖା । ୬୬ କେନ୍ଦ୍ରରେ ୧୧ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଏହି ଖାତା ଦେଖିବା ପକ୍ରିୟାରେ ସାମିଲ ହେବେ ।

ପ୍ରଥମ ପର୍ଯ୍ୟାୟ ୧୭ ଟି କେନ୍ଦ୍ରରେ ଖାତା ଦେଖା ହେବ । କୋଭିଡ ଗାଇଡ଼ଲାଇନ ସହ ଆଜି ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖାତା ଦେଖା ଜାରି ରହିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଜୁନ ୧ ତାରିଖରୁ ଅନଲାଇନରେ ଖାତା ଦେଖା ଆରମ୍ଭ ହୋଇଥିଲା । ଏଥିରେ ୪ ହଜାର ଶିକ୍ଷକ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.