ବାତ୍ୟା ବୁଲବୁଲ୍: ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର: ସାମୁଦ୍ରିକ ଝଡ ବୁଲବୁଲ୍ ପ୍ରଭାବରେ ଉପକୂଳବର୍ତ୍ତି ୯ଟି ଜିଲ୍ଲାରେ ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…