‘ମେଡିକାଲ ଏଜୁକେସନ ଟ୍ରେନିଂ’ ନିର୍ଦ୍ଦେଶକ ଭାବେ ସିବିକେ ମହାନ୍ତି ନିଯୁକ୍ତ
ଭୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ସିବିକେ ମହାନ୍ତିଙ୍କୁ ସୋମବାର ଦିନ ରାଜ୍ୟ ସରକାର ମେଡିକାଲ ଏଜୁକେସନ ଟ୍ରେନିଂର ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତି ଦେଇଛନ୍ତି ।
ସରୋଜ ସାହୁଙ୍କ ସ୍ଥାନରେ ପ୍ରଫେସର ମହାନ୍ତିଙ୍କୁ ନିଯୁକ୍ତି…