Latest Odisha News

BREAKING NEWS

Yearly Archives

2020

ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଆଖି ଉପରେ ଆମ ଶରୀର ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦୈନନ୍ଦିନ ଜୀବନରେ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ଭାବେ ଉପୁଜିଲାଣି । ପ୍ରତିଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇବା ଯୋଗୁଁ ଆମ ଆଖି ଉପରେ ଅନେକ ପ୍ରଭାବ…

୨ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ; ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ୨ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଏହି ଛୁରାମାଡ ହୋଇଥିବା ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୮-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୮ ରିଖ ମଙ୍ଗଳବାର ବିଛା ୨୩ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

ମାମୁଁଘରୁ ଆସିଛି ପ୍ରଥମାଷ୍ଟମୀ ଭାର; ପଢ଼ୁଆଁ ହେବେ ଶ୍ରୀଜୀଉ

ପୁରୀ: ଆଜି ପ୍ରଥମାଷ୍ଟମୀ। ପଢ଼ୁଆଁ ହେବେ ଶ୍ରୀଜୀଉ। ଓଡ଼ିଆଜି ଘର ପରମ୍ପରା ଅନୁଯାୟୀ ମାମୁଁଘର ନିଆଳି ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର । ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ । ବଡ଼ଭାଇ ତଥା…

କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଆଜି ସକାଳ ୮ରୁ ଦିନ ୩ ଟା ଯାଏଁ ଏହି ବନ୍ଦ ବଳବତ୍ତର ରହିବା ନେଇ ସୂଚନା…

ଆଜି ପ୍ରଥମାଷ୍ଟମୀ; ‘ବଡ଼’ଙ୍କ ପାଇଁ ସମର୍ପିତ ଦିନଟିଏ

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ। ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି ।…

ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ପାଇଁ ‘ସର୍ଭେ ଆପ୍‌’ ଶୁଭାରମ୍ଭ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋବାଇଲ ଆପ୍‌ ଜରିଆରେ ଏକ ସର୍ଭେ ହେବ। ଏହି…

ପ୍ରଥମାଷ୍ଟମୀ, ପଢୁଆଁଷ୍ଟମୀ ଅଥବା ପୋଢୁଆଁଷ୍ଟମୀ

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ଓ ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ୧-ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି…

ସୁରକ୍ଷିତ ରହିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅଳଙ୍କାର: ମନ୍ଦିର ପ୍ରଶାସନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅଳଙ୍କାର ସଂରକ୍ଷିତ ରହିଛି ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ସୂଚନା ଅନୁଯାୟୀ ଗତ ୨୭ ତାରିଖରେ ମହାପ୍ରଭୁଙ୍କ ନଗାର୍ଜୁନ ବେଶର ସାମଗ୍ରୀ ଭିତରୁ ସୋଲର ନିର୍ମିତ ଚନ୍ଦ୍ର ଓ ସୂର୍ଯ୍ୟ ଗାୟବ ଘଟଣାର ତଦନ୍ତ…

ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା ଓଏସଏମସିଏଲକୁ ୫୫୦ ପଲସ ଅକ୍ସିମିଟର ଦାନ

ଭୁବନେଶ୍ୱର: ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ ୫୫୦ ପଲସ ଅକ୍ସିମିଟର ପ୍ରଦାନ କରାଯାଇଛି। ୮ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ…