Latest Odisha News

BREAKING NEWS

Yearly Archives

2020

କମୁଛି ପଜିଟିଭ୍ କେସ୍: ରାଜ୍ୟରୁ ୨୪ ଘଣ୍ଟାରେ ୬୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ହଜାରେରୁ କମ୍ ରହିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୩ ଜଣ ସଂକ୍ରମିତ ହୋଇଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୬୫ଟି । ଗଜପତି ଜିଲ୍ଲାକୁ ଛାଡ଼ି ଦେଲେ ବାକି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ବିଧାନସଭାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ମୋସନ୍ ଉପରେ ଆଲୋଚନା

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ସ୍ୱାଭାବିକ ଭାବରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନରେ ଆଲୋଚନା ଚାଲିଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ଆଲୋଚନା ଜାରି ରହିଛି । ଗୃହରେ ଏହି…

‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ନିର୍ମାତା ଅସିତ ମୋଦୀ କରୋନା ଆକ୍ରାନ୍ତ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ସୋ 'ତାରକ ମେହେଟା କା ଉଲଟା ଚାଷ୍‌ମା'ର ନିର୍ମାତା ଅସିତ କୁମାର ମୋଦୀ କରୋନା ସଂକ୍ରମିତ ହୋଇଛନ୍ତି। ଅସିତ ମୋଦୀ କହିଛନ୍ତି ଯେ କରୋନାର ଲକ୍ଷଣ ଅନୁଭବ କରିବା ପରେ ସେ ନିଜେ କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ସକରାତ୍ମକ ଆସିଛି। ଏହା ପରେ ସେ ଘରେ…

‘ଏ ସୁଇଟେବଲ୍‌ ବଏ୍‌’ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ବିଜେପି ନେତା; କହିଲେ ଏହା ଲଭ୍‌…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ମିରା ନାୟାରଙ୍କ ୱେବ୍ ସିରିଜ୍ 'ଏ ସୁଇଟେବଲ୍‌ ବଏ୍‌' ଅନେକ ଲୋକଙ୍କୁ ଲଭ୍‌ ଜିହାଦ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ନେଟଫ୍ଲିକ୍ସରେ ପ୍ରସାରିତ ଏହି ୱେବ୍ ସିରିଜରେ ଇଶାନ ଖତର୍‌ ଏବଂ ତବୁଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଧାରାବାହିକରେ…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୫.୭୧ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ପ୍ରାୟ ୬୦ ନିୟୁତରେ ପହଞ୍ଚିଛି। ବିଶ୍ୱର ୨୧୮ ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୭୧ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ରିପୋର୍ଟ ହୋଇଛି। ଏଥିସହ ୮,୮୮୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ…

ବାଗଦାଦରେ ଆଇଏସ୍‌ଆଇଏସ୍‌ ଆକ୍ରମଣ; ୬ ସୁରକ୍ଷା ବାହିନୀ ସମେତ ୮ ମୃତ

ବାଗଦାଦ: ଆଇଏସ୍ଆଇଏସ୍‌ ପୁଣିଥରେ ଇରାକର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୬ ଜଣ ସୁରକ୍ଷା ବାହିନୀ ସମେତ ଅତି କମରେ ୮ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଜିହାଦୀମାନେ ବିସ୍ଫୋରଣ କରି ସୁରକ୍ଷା ବାହିନୀ ଉପରେ…

ପୁଣି ବଢ଼ିଲା ଜାଡ଼: ୧୫ ଡିଗ୍ରୀ ତଳେ ରାଜ୍ୟର ୪ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଥଣ୍ଡା । ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ ହୋଇଛି । ଗତକାଲି ସବୁଠୁ ଥଣ୍ଡା ସହର ଥିଲା ସୋନପୁର । ସେଠାରେ ୧୧.୪° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସୋନପୁର ସମେତ ରାଜ୍ୟର ୪ଟି ସହରରେ ପାରଦ ୧୫° ତଳେ ରହିଥିଲା । ଝାରସୁଗୁଡ଼ାରେ ୧୩°C,…

ଓଡିଶାର ପାରମ୍ପରିକ ଲୋକ ନୃତ୍ୟ କରମା ନାଚ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଦେଶରେ ପାଖାପାଖି ୯୧ ଲକ୍ଷ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୯୧ ଲକ୍ଷ ପାର କରିବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୦୯ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୦ ଲକ୍ଷ ୯୫ ହଜାର ୮୦୭କୁ ବୃଦ୍ଧି ପାଇଛି । ଲକ୍ଷେ ୩୩ ହଜାର ମୃତ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ…

ରଖେ ହରି ତ ମାରେ କିଏ; ତିନି ତିନି ଥର ମୃତ୍ୟୁକୁ ମାତ୍ ଦେଇ ସୁସ୍ଥ ହେଲେ ଏହି ବ୍ୟକ୍ତି

ଜୟପୁର: କଥାରେ ଅଛି ରଖେ ହରି ତ ମାରେ କିଏ। ରାଜସ୍ଥାନ ଯୋଧପୁରର ଜଣେ ଯୁବକଙ୍କ ସହ ତିନି ତିନି ଥର ମରଣ ମୁଁହରୁ ଫେରି ଆସିଛନ୍ତି । ମୃତ୍ୟୁକୁ ମାତ୍‌ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ରାଜସ୍ଥାନର ଯୋଧପୁରରେ ଚ୍ୟାରିଟି ଖୋଲିଥିବା ଜଣେ ବ୍ରିଟିଶ ନାଗରିକ ଇଆନ ଜୋନ୍ସ। କିଛିଦିନ…