Latest Odisha News

BREAKING NEWS

Yearly Archives

2021

ପ୍ରତ୍ୟାହୃତ ହେଲା କୃଷକ ଆନ୍ଦୋଳନ, ୧୧ରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ଏନେଇ ଘୋଷଣା କରିଛି ମିଳିତ କୃଷକ ମୋର୍ଚ୍ଚା । ଦୀର୍ଘ ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି । ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି…

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୩ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ କଥନ ପଟେଲଙ୍କ ୧୩୦ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ…

ବିଦ୍ୟୁତ ବିତରକ ସଂସ୍ଥାର ଦାଦାଗିରିକୁ ନେଇ ଥାନାକୁ ଘେରିବା ସହ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

ପାରାଦୀପ : ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାଙ୍ଗକୁ ପୋଲିସର ଦମନ ଲୀଳା ବିରୋଧରେ ତାତିଲେ ଗ୍ରାମବାସୀ। ଏନେଇ ଶହ ଶହ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ବୁଧବାର ଦିନ ମଧ୍ୟାହ୍ନରେ ବିଦ୍ୟୁତ ବିତରକ ସଂସ୍ଥାର…

ସିଡିଏସ୍ ବିପିନ୍ ରାୱତଙ୍କ ମୃତ୍ୟୁରେ ଉଲ୍ଲସିତ ଯୁବକ ପୋଲିସ ହାତରେ ଗିରଫ

ଭୁବନେଶ୍ୱର: ସିଡିଏସ୍ ବିପିନ ରାୱତ ଓ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ନେଇ ସାରା ଭାରତ ମର୍ମାହତ । ଏପରିକି ଦେଶ ବାହାରୁ ମଧ୍ୟ ଶୋକବାର୍ତ୍ତାର ସୁଅ ଛୁଟିଛି । ଏପରି ସ୍ଥିତିରେ ଜଣେ ଭାରତୀୟ ବିପିନଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା । ଏହି ଘଟଣା…

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ସଂକ୍ରମଣ ବଢୁଥିବା ବେଳେ, ଭାରିଆଣ୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଯାଏଁ ବିଦେଶରୁ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୧୩୪…

ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା

ନୂଆଦିଲ୍ଲୀ : ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା । ଓମିକ୍ରନର ମୁକାବିଲା ଲାଗି ଫାଇଜରର ତିନିଟି ଟିକା ସକ୍ଷମ ହେବ ବୋଲି କହିଛି କମ୍ପାନୀ । ଜର୍ମାନୀ ଓ ଆମେରିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ ଫାଇଜର-ବାୟୋଏନଟେକ୍ ପକ୍ଷରୁ କୁହାଯାଇଛି ଯେ, ଫାଇଜରର ଦୁଇଟି ଡୋଜ ଓମିକ୍ରନ…

କୋହଲି-ଅନୁଷ୍କାଙ୍କ ଝିଅ ଜନ୍ମ ମେସେଜ ଟ୍ୱିଟରରେ ସଂଗ୍ରହ କରିଛି ସର୍ବାଧିକ ଲାଇକ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂଗ ସାଇଟ ଟୁଇଟର ୨୦୨୧ର ଲୋକପ୍ରିୟ ଟ୍ୱିଟ ତାଲିକା ଜାରୀ କରିଛି । ଏଥିରେ ପ୍ରଥମ ସ୍ଥାନରେ ରହିଛି କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କ ଝିଅ ଭାମିକା ଜନ୍ମ ହେବା ପରେ କରିଥିବା ଟ୍ୱିଟ । ଏହାକୁ ପ୍ରାୟ ୫.୪ ଲକ୍ଷ ଲୋକ ଲାଇକ କରିଥିବା ବେଳେ…

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଆନ୍ତର୍ଜାତୀୟ ଶୁଟର ଖୁସସିରିତ

ଫରିଦକୋଟ: ଆନ୍ତର୍ଜାତୀୟ ଶୁଟର ୧୭ ବର୍ଷୀୟା ଖୁସସିରିତ କୌର ଗୁରୁବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କୌଣସି ସୁଇସାଇଡ ନୋଟ ମିଳି ନ ଥିଲେ ମଧ୍ୟ ପରିବାରବର୍ଗ ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ପାଠପଢ଼ା ଏବଂ ଶୁଟିଂ ଅଭ୍ୟାସ…

ପଶ୍ଚିମବଙ୍ଗରେ ସରକାରୀ ଚାକିରି ପାଇଁ ବଙ୍ଗଳା ଜାଣଥିବା ଆବଶ୍ୟକ ବୋଲି କହିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେଉଁମାନେ ଭଲକରି ବଙ୍ଗାଳୀ କହିପାରିବେ ଓ ବଙ୍ଗଳା ଜାଣିଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିବ। କହିବାକୁ ଗଲେ ଯେଉଁମାନେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ସାମାନଙ୍କ ମଧ୍ୟରୁ ବଙ୍ଗଳା ଭାଷା ଜାଣିଥିବା…

ଶୀତକାଳୀନ ଅଲିମ୍ପିକ୍ସ: କୂଟନୈତିକ ବହିଷ୍କାର କରିଥିବା ଦେଶକୁ ଧମକ ଦେଲା ଚୀନ

ବେଜିଂ: ୨୦୨୨ ବେଜିଂ ଶୀତକାଳନୀ ଅଲିମ୍ପିକ୍ସରେ କୂଟନୈତିକ ବହିଷ୍କାର କରିଥିବା ଦେଶଗୁଡିକୁ ଗୁରୁବାର ଚୀନ ଧମକ ଦେଇଛି । ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ବହିଷ୍କାର ଘୋଷଣା କରି ସାରିଛନ୍ତି । ଯେଉଁମାନେ ଶୀତାକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି ସେମାନଙ୍କୁ ବହୁତ…