Latest Odisha News

BREAKING NEWS

Yearly Archives

2021

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ପୁଣି ଲାଗିଲା ୧୪୪ ଧାରା । କଟକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ଲାଗିଛି ୧୪୪ ଧାରା । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ଦୀପାବଳି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼…

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ ମହିଳା ହଷ୍ଟେଲ୍‌ରେ ଜିଲ୍ଲା ପ୍ରଶାସନର ଚଢାଉ

ଧର୍ମଗଡ : ମମିତା ମେହେର ହତ୍ୟା ମାମଲା । ମହାଲିଙ୍ଗ ମହିଳା ହଷ୍ଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାଓ୍ବାର ଓ କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ମିଳିତ ଭାବେ ଯାଞ୍ଚ । କଲେଜ ମହିଳା ହଷ୍ଟେଲକୁ ନେଇ ଅନେକ ଚର୍ଚ୍ଚା ପରେ ପ୍ରଥମଥର ଜିଲ୍ଲା ପ୍ରଶାସନର…

ଦୀପାବଳି ପାଇଁ କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁହେବ

ପୁରୀ : ଦୀପାବଳି ପାଇଁ ଶ୍ରୀମନ୍ଦିରରେ କଟକଣା । ଆସନ୍ତା କାଲି ଦୀପାବଳୀ ଏନେଇ ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ।ଦୀପାବଳୀ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁ ଭିଡ ଜମିବାର ଆଶଙ୍କା ନେଇ ପ୍ରଶାସନ ଏଭଳି…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ପୁରୀ: ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା  । ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର…

ଫିଲ୍ମ ‘ଉମ୍‌ରୋ ଜାନ୍‌’ ପାଇଁ ଐଶ୍ବର୍ଯ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଉମ୍‌ରୋ ଜାନ୍‌'ରେ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ଭୂମିକାକୁ ବେଶ୍‌ ତାରିପ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଏହା ଉର୍ଦ୍ଦୁ ଉପନ୍ୟାସ ଉମ୍‌ରୋ ଜାନ ଅଦା ଉପରେ ଆଧାରିତ। ତେବେ ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ପ୍ରଥମ ପସନ୍ଦ…

ସତର୍କ ହୁଅ ନଚେତ ଗାଦିରୁ ଯିବ: କେନ୍ଦ୍ରକୁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ସର୍ତକବାଣୀ

ଭୁବନେଶ୍ୱର: ସତର୍କ ହୋଇଯାଅ କେନ୍ଦ୍ର ସରକାର । ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛ । ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ । ରାଜ୍ୟର କ୍ଷମତା ଛଡ଼ାଇ ନେଇଗଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ…

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ…

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ…

ମା’ ଓ ଝିଅଙ୍କୁ ଛୁରାମାଡ ଘଟଣା : ଛୁରା ମାଡ କରିଥିବା ରୂପେଶ ପଣ୍ଡା ଅଟକ

ଭୁବନେଶ୍ୱର: ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରାମାଡ ଘଟଣାରେ ନୂଆ ମୋଡ । ଛୁରା ମାଡ କରିଥିବା ପଡୋଶୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦ୍ୱାରା ଅଟକ । ଲୁଟ୍ ଉଦ୍ଦେଶ୍ୟ ରଖି ଘର ଭିତରକୁ ପଶିଥିବା ପୁଲିସ ତଦନ୍ତରୁ…