Latest Odisha News

BREAKING NEWS

Yearly Archives

2021

ଏହି ଗୁମ୍ଫାରେ ରହିଛି ରାବଣଙ୍କ ଶବ !

ପୁରୀ: ରାମାୟଣ ସମ୍ପର୍କୀତ ଅନେକ ରହସ୍ୟ ଧିରେ ଧିରେ ସମ୍ମୁୁଖକୁ ଆସୁଛି । ଶ୍ରୀଲଙ୍କାରେ ଏପରି ଏକ ଗୁମ୍ଫା ରହିଛି ଯେଉଁଠାରେ ରାବଣଙ୍କ ଶବ ରଖା ଯାଇଥିବା ବିଶ୍ୱାସ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରୈଗାଲର ଘଂଚ ଜଙ୍ଗଲରେ ଅବସ୍ଥିତ । ଏହା ଭୂପତନଠାରୁ ୮ ହଜାର ଫୁଟ ଉଚ୍ଚରେ ରହିଛି । ୧୦…

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍…

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।…

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ…

ନଭେମ୍ବରରେ କାହାକୁ ବିବାହ କରିବେ ରାଜକୁମାର ରାଓ ?

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ରାଜକୁମାର ରାଓ । ନିଖୁଣ ଅଭିନୟ, ସିମ୍ପଲ୍ ଅନ୍ଦାଜ୍ । ଖାସ ଏହି ଦୁଇଟି କାରଣ ପାଇଁ ବଲିଉଡରେ ରାଜକୁମାରଙ୍କର ଏକ ଭିନ୍ନ ପରିଚୟ ରହିଛି । ନିକଟରେ ଏହି ଅଭିନେତାଙ୍କର ଫିଲ୍ମ ହମ୍ ଦୋ ହମାରେ ଦୋ ରିଲିଜ୍ ହୋଇଛି । ବୋଧ ହୁଏ ଏହି ଫିଲ୍ମରେ ପ୍ରଭାବିତ ହୋଇ…

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…

ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଲେ ମୋଦୀ; ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନରେ ପହଞ୍ଚିବା ପରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କୋଭିଡ, ସାଧାରଣ ବିଶ୍ୱସ୍ତରୀୟ ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…

ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ…

ଚିଲିକାରେ ରଙ୍ଗବେରଙ୍ଗ ପକ୍ଷୀ

ଟାଙ୍ଗୀ: ଚିଲିକାର ଉତ୍ତାଳ ତରଙ୍ଗ । ଆଉ ତରଙ୍ଗାୟିତ ଜଳରାଶିରେ ମାଳ ମାଳ ବିଦେଶାଗତ ପକ୍ଷୀ । ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । କଳରବରେ ମୁଖରିତ ହେଉଛି ସାରା ପରିବେଶ ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ…