Latest Odisha News

BREAKING NEWS

Yearly Archives

2021

ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫିସା

ନୂଆଦିଲ୍ଲୀ: ଟିଏମ୍‌ସିରେ ମିଶିଲେ ବଲିଉଡ୍‌ ଅଭିନେତ୍ରୀ ନଫିସା ଅଲ୍ଲୀ। ଦଳର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଗୋଆରେ ଟିଏମସି ରେ ଯୋଗ ଦେଇଛନ୍ତି ନଫିସା। ୨୦୨୨ ବିଧାନସଭା ନିର୍ବାଚନରେ ​​ଟିଏମସି ଗୋଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ମମତା…

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା…

ବିରଜା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ପରୀକ୍ଷା ବାତିଲ କରିବାକୁ ଦାବି

ଯାଜପୁର: ଯାଜପୁର ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରୀ ଅଶାନ୍ତି। ପରୀକ୍ଷାକୁ ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। କୋଭିଡ଼ ସମୟରେ କଲେଜ ପକ୍ଷରୁ ସଠିକ୍ଭାବେ ପାଠପଢ଼ା…

୭୦ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ରେଷ୍ଟ କ୍ୟାନ୍‌ସର୍‌

ନୂଆଦିଲ୍ଲୀ: ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ରେଷ୍ଟ କ୍ୟାନ୍‌ସର୍‌ରେ । ନିକଟରେ ରାଜଧାନୀ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ସ୍ତନ କର୍କଟ ଅସ୍ତ୍ରୋପଚାର ହୋଇଛି। ଏହା ପୁରୁଷମାନଙ୍କଠାରେ ଏକ ବିରଳ ଘଟଣା, ସାରା ବିଶ୍ୱରେ ଚିକିତ୍ସିତ ହେଉଥିବା ସମସ୍ତ କର୍କଟ ରୋଗର…

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ଇଟାଲୀ-ବ୍ରିଟେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଜି-୨୦ ସମ୍ମିଳନୀରେ ଯୋଗଦେବେ

ଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ରୋମରେ ପହଞ୍ଚିବାର ପ୍ରଥମ ଦିନରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ମହାମାରୀ, ସ୍ଥାୟୀ ବିକାଶ ,ବିଶ୍ୱ ଅର୍ଥନୀତିକ ଏବଂ…

ଟିକାକୃତ ଲୋକଙ୍କଠାରୁ ଅନ୍ୟକୁ ସଂକ୍ରମିତ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଡେଲ୍‌ଟା ପ୍ରଜାତି ଟିକାକୃତ ଲୋକଙ୍କଠାରୁ ସହଜରେ ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାପିପାରେ। ବ୍ରିଟିଶ ଅଧ୍ୟୟନରୁ ଜଣାପଡିଛି। କିନ୍ତୁ ଟିକାକୃତ ହୋଇଥିଲେ ସଂକ୍ରମଣ ବ୍ୟାପିବାର ଆଶଙକା କମ୍‌ ଥାଏ ବୋଲି ଏଥିରେ କୁହାଯାଇଛି। ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ…

ସୁଧୁରୁନି କୃଷକଙ୍କ ଅବସ୍ଥା; ଚାଷୀ ଆତ୍ମହତ୍ୟା ମାମଲା ୧୮% ବୃଦ୍ଧି

ନୂଆଦିଲ୍ଲୀ: କୃଷି କ୍ଷେତ୍ର ହୁଏତ କରୋନା ଅବଧିରେ ସକରାତ୍ମକ ଅଭିବୃଦ୍ଧି ପଞ୍ଜିକରଣ କରି ଭାରତୀୟ ଅର୍ଥନୀତିକୁ ବଞ୍ଚାଇଥାଇପାରେ, କିନ୍ତୁ କୃଷକଙ୍କ ଆତ୍ମହତ୍ୟା ମାମଲାରେ ହ୍ରାସ ପରିବର୍ତ୍ତେ ବୃଦ୍ଧି ଘଟିଛି। ୨୦୧୯ ତୁଳନାରେ କୃଷି କ୍ଷେତ୍ରରେ ୨୦୨୦ରେ ଅଧିକ ଆତ୍ମହତ୍ୟା ଘଟିଛି। ଏନସିବିଆରବି…

ରାଜ୍ୟରୁ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ; ୫୬ ଛୁଆ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧୨ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୫୩ଟି ଲୋକାଲ୍‌…

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ ଚିରା…