ଏକାମ୍ର କ୍ଷେତ୍ରରେ ଠାବ ହେଲା ଆଉ ଏକ ମନ୍ଦିର
ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଠାବ ହେଲା ଏକ ମନ୍ଦିର। ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଆଜି ଏହି ମନ୍ଦିର ଭଗ୍ନା ବିଶେଷକୁ ଦେଖିବାକୁ ମିଳିଥିଲା। ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି ।ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି…