Latest Odisha News

BREAKING NEWS

Yearly Archives

2021

କିଶୋର ମହାନ୍ତି ପାଇଲେ ‘ଉଦୟ ଭାନୁ ସାରସ୍ୱତ ସମ୍ମାନ’

କଟକ : ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ତଥା ବୈଷ୍ଣବ ପାଣି ଜୟନ୍ତୀ ପାଳନ ସହ, ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ସ୍ଵନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର କିଶୋର ମହାନ୍ତିଙ୍କୁ 'ଉଦୟ ଭାନୁ ସାରସ୍ୱତ ସମ୍ମାନ' ପ୍ରଦାନ କରାଯାଇଛି…

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ସବୁଠି ଏବେ ଉତ୍ସବର ମାହୋଲ। ଅଧିକାଂଶ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜାପାଠ ଓ ଆରାଧନା । ଏଥର ୩୮ଟି ପୂଜା ମଣ୍ଡପରେ ଘଣ୍ଟ ଏବଂ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।…

ତାଲିବାନୀଙ୍କ ନୃଶଂସ ପଣିଆ, ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

କାବୁଲ: ଆଫଗାନିସ୍ତାନ ଦଖଲ କରିବ ପରେ ତାଲିବାନ ତାର କଥାରୁ ଓହରିବା ସହ ନିଷ୍ଠୁରତାର ଖେଳ ଆରମ୍ଭ କରିଛି । ବୁଧବାର ଜୁନିୟର ମହିଳା ଭଲିବଲ ଖେଳାଳି ମହଜିବନି ହାକିମିଙ୍କ ମୁଣ୍ଡ ସେମାନେ କାଟି ଦେଇଛନ୍ତି । ଏହି ହତ୍ୟା କାଣ୍ଡ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ପରିବାରବର୍ଗଙ୍କୁ ଧମକ ଦିଆ…

ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ଖଣି ସଚିବ

ଭୁବନେଶ୍ବର : ଅନୁଗୁଳରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ୍ । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି…

ମାଂଝୀଙ୍କ ବିବାଦୀୟ ବୟାନ: ରାମଙ୍କଠାରୁ ହଜାର ଗୁଣ ବଡ ହେଲେ ମହର୍ଷି ବାଲ୍ମିକୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ଆଜି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ବୁଧବାର ଦିଲ୍ଲୀରେ ହାମ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଥିଲେ । ଭଗବାନ ରାମ ଏକ କାଳ୍ପନିକ ଚରିତ୍ର ଏବଂ ମହର୍ଷି ବାଲ୍ମିକୀ…

ତେଜିଲା ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଲା ବିଜେପି

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ ଉଷ୍ମ ହେଲା ରାଜନୀତି । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି । ଏହାସହ ମନ୍ତ୍ରୀ ଦିବ୍ୟ…

ଦୀପାବଳୀରେ ରିଲିଜ ହେବ ରଣବୀରଙ୍କ ସର୍କସ !

ମୁମ୍ବାଇ: ରଣବୀର ସିଂଙ୍କ କମେଡି ଫିଲ୍ମ ସର୍କସ ଆସନ୍ତା ବର୍ଷ ଦୀପାବଳୀରେ ରିଲିଜ ହେବ ବୋଲି ରୋହିତ ଶେଟ୍ଟୀ କହିଛନ୍ତି । ଏଥିରେ ମନୋରଞ୍ଜନର ସମ୍ପୂର୍ଣ୍ଣ ଫର୍ମୁଲା ରହିଛି । ଯେଉଁମାନେ ସର୍କସର ଝଲକ ଦେଖିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଏ ଭଳି ଶୈଳୀରେ କୌଣସି…

ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ୍ ଆଓ୍ବାର୍ଡ : ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର

ଭୁବନେଶ୍ବର : ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ ଆଓ୍ବାର୍ଡସର ୧୧ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷିତ ହୋଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର କଳାହାଣ୍ଡି ନର୍ଥ ଡିଭିଜନର ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷର…

ପାଗ ଅନୁକୂଳ ହେବା ପରେ କେଦାରନାଥ ଧାମକୁ ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ

ଉତ୍ତରାଖଣ୍ଡ : ଆରମ୍ଭ ହେଲା ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେବା ଫଳରେ ଅଟକି ଥିବା ଚାରିଧାମ ଯାତ୍ରା ଆଜିଠାରୁ ପୁଣି ଆରମ୍ଭ ହୋଇଛିା ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଜେମ୍ସ ପ୍ୟାଟିନସନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପେସ ବୋଲର ଜେମ୍ସ ପ୍ୟାଟିନସନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଆଗାମୀ ଆଶେସ ସିରିଜ ପାଇଁ ଦଳରେ ଚୟନ ନ ହେବାରୁ ଶେଷରେ ସେ ନିରାଶ ହୋଇ ଏହି ପଦକ୍ଷେପ…