Latest Odisha News

BREAKING NEWS

Yearly Archives

2021

୫ ଦିନିଆ ରିମାଣ୍ଡରେ ଗୋବିନ୍ଦ

ବଲାଙ୍ଗୀର: ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ  ।  ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଗୋବିନ୍ଦଙ୍କୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା…

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କୋଭିଡ-୧୯ ଟିକାକରଣ ଅଭିଯାନରେ ଦ୍ୱିତୀୟ ଡୋଜ ନେଇ ନଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବହୁତ କମ୍‌ ସଂଖ୍ୟକ ଲୋକ ଦ୍ବିତୀୟ ଡୋଜ ଟିକା…

କଟକରେ ଅପରାଧ କ୍ଲିନ୍ ଅଭିଯାନ

କଟକ : କଟକରେ ଅପରାଧ କ୍ଲିନ୍ ଅଭିଯାନ । କଟକରେ କମିଶନରେଟ୍ ପୋଲିସ ଜାରି ରଖିଛି ଅପରାଧ କ୍ଲିନ୍ ଅଭିଯାନ । ସେହି ଆଧାରରେ କଟକ ସହରରୁ ପୁଣି ଜବତ ହୋଇଛି ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଜଣଙ୍କ ଘର କଟକରେ ହୋଇଥିବା ବେଳେ…

କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ…

କମିବ ବର୍ଷାର ପ୍ରଭାବ, ୨୨ରୁ ପଡ଼ିବ ଶୀତ

ଭୁବନେଶ୍ୱର: କମିବ ବର୍ଷାର ପ୍ରଭାବ । ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ବିଦାୟ ନେବ ।…

ହଷ୍ଟନ୍‌ ଏୟାରପୋର୍ଟରେ ଜଳିଗଲା ବିମାନ ,ଅଳ୍ପକେ ବର୍ତ୍ତିଲେ ୨୧ ଯାତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ହଷ୍ଟନ୍‌ ଏୟାରପୋର୍ଟରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୧ ଜଣ ଯାତ୍ରୀ। ବିମାନରେ ଥିବା ସମସ୍ତ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆମେରିକାର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଷ୍ଟନର ସମୟ ୧୦ ଟା ପାଖିପାଖି ହେବ ଏପରି ଅଘଟଣ…

ଜାଲରେ ପଡିଲା ବିଷଧର ତମ୍ପ

ସାଲେପୁର : ଜାଲରେ ପଡିଲା ବିଷଧର ତମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ବହୁଗ୍ରାମରେ । ବହୁଗ୍ରାମ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ପୋଖରୀରୁ ଏହି ସାପଟି ଜାଲରେ ପଡିଛି । ମାଛ ଧରିବା ପାଇଁ ଯିବା ବେଳେ ଏହି ସାପଟିକୁ ଜାଲରେ ଲାଗିଥି ବା ଦେଖି ଭୟଭୀତ ହୋଇଯାଇଥିଲେ ।…

ଲଖିମ୍‌ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବୁଧବାର ଦିନ ଲଖିମ୍‌ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍‌…

‘ପ୍ୟାର୍ କା ପଞ୍ଚନାମା ୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ରଣବୀର!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ “ପ୍ୟାର୍ କା ପଞ୍ଚନାମା ” ରେ ଚମତ୍କାର ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହାପରେ ପ୍ରଶଂସକ ବେଶ୍‌ ଉତ୍ସାହର ସହ ଫିଲ୍ମର ପାର୍ଟ‌୍-୩କୁ ଅପେକ୍ଷା କରି ରହିଛନ୍ତି।…

ଜମ୍ମୁକଶ୍ମୀର ସୋପିଆଁରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ସେନାକୁ ପୁଣି ସଫଳତା । ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା । ଏନକାଉଣ୍ଟ କରିବା…