Latest Odisha News

BREAKING NEWS

Yearly Archives

2021

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା ।…

ଦେଶରେ ୧୦୦ ସୈନିକ ସ୍କୁଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ଏଥିପାଇଁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିସନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ । ଜାତୀୟ ଶିକ୍ଷା ନୀତି (ଘଋଚ)…

ଶାହାରୁଖ୍‌ଙ୍କ ଯୋଗୁ ଟାର୍ଗେଟ ହେଉଛନ୍ତି ଆର୍ୟନ୍‌ !

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଗିରଫ ହେବା ପରେ ବଲିଉଡର ଅନେକ ଲୋକ ଆର୍ୟନ୍‌ ଓ ଶାହାରୁଖ୍‌ଙ୍କ ସମର୍ଥନରେ ବାହାରିଛନ୍ତି। ଇଣ୍ଡଷ୍ଟ୍ରିର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଆର୍ୟନ୍‌ଙ୍କୁ ଟାର୍ଗେଟ କରାଯାଉଛି କାରଣ ସେ ଶାହରୁଖ ଖାନଙ୍କ ପୁଅ। ବଲିଉଡ୍‌ ଅଭିନେତା…

ଟଳିବ ବିଜୁଳି ସଙ୍କଟ; ଦୈନିକ ହେବ ୨୦ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ!

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୋଇଲା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ବର୍ତ୍ତମାନର ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ, ବିଦ୍ୟୁତ୍ କମ୍ପାନୀ ଏବଂ ରେଳବାଇ ଦ୍ୱାରା କୋଇଲା ଚାହିଦା ପୂରଣ କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାର ଏହାର  ଦୈନିକ କୋଇଲା…

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ । ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ…

ଆଫଗାନିସ୍ତାନ ଯେପରି ଆତଙ୍କବାଦର ଉତ୍ସ ନହେବ; ପଦକ୍ଷେପ ନେବା ଜରୁରୀ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଗଜି-୨୦ ପ୍ରମୁଖ ଅର୍ଥନୀତିର ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ଆୟୋଜନ କରିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର…

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ…

୨୦୨୩ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର।ବର୍ତ୍ତମାନ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ଯୋଗ୍ୟତା ହେବ ନାହିଁ। ମଙ୍ଗଳବାର (ୟୁଜିସି) ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ଆବେଦନ…

ଆଜି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କରୋନା କଟକଣାରେ ବିନା ଭକ୍ତରେ ହେଉଛି ଯାତ୍ରା । ପ୍ରତିବର୍ଷ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ ବିନା ଭକ୍ତରେ ଯାତ୍ରା…

ଆର୍ୟନଙ୍କୁ ମିଳିବ କି ବେଲ୍‌? ;ଆଜି ଶୁଣାଣି

ମୁମ୍ବାଇ: ଆଜି ହୋଇପାରେ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅଛି। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବେ। ତେବେ ସୂତ୍ରରୁ ପ୍ରକାଶ…