Latest Odisha News

BREAKING NEWS

Yearly Archives

2021

ପୋଲିସ ପଞ୍ଝାରେ ବାଇକ ଚୋର ,୩ ଗିରଫ

ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ…

ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ପୁଅକୁ ହରାଇ ମନକଥା କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ

ଭୂବନେଶ୍ୱର: ମନିଷଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ବାପା ନବୀନ ଦାସ । ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ । ରବିବାର…

ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ…

ବ୍ରିଟେନର ଟିକା ବ୍ଲୁ ପ୍ରିଣ୍ଟ ଚୋରି କରି କରୋନା ଟିକା ତିଆରି କରିଛି ରୁଷ୍‌!

ନୂଆଦିଲ୍ଲୀ: ରୁଷିଆ ତାଙ୍କ ଗୁପ୍ତଚରମାନଙ୍କଠାରୁ ବ୍ରିଟେନ୍ ଦ୍ୱାରା ନିର୍ମିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟୀକାର ବ୍ଲୁ ପ୍ରିଣ୍ଟ ଚୋରି କରିଛି ଏବଂ ଏହା ସାହାଯ୍ୟରେ ପ୍ରଥମ କୋଭିଡ୍ ଟିକା ତିଆରି କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ବ୍ରିଟେନର ମନ୍ତ୍ରୀମାନଙ୍କୁ ଏହା…

ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ,ବଜ୍ରକାପ୍ତାକୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର : ଚତୁର୍ଥ ଶ୍ରେଣୀ ବିଜ୍ଞାନ ବହିରେ ଗୁରୁତର ତୃଟି ଦେଖିବାକୁ ମିଳିଛି । ବଜ୍ରକାପ୍ତା କାତିର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଯାଇଛି । ସାରା ପୃଥିବୀରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତି ର ଚୋରା ଚାଲାଣ ରୋକିବା ପାଇଁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଭାରତରେ ମଧ୍ୟ…

ସିଅର କାର୍ଯ୍ୟାଳୟରେ ଇ-ଶ୍ରମ କାର୍ଡ଼ ବଣ୍ଟନ

ରାଉରକେଲା: ସୁନ୍ଦରଗଡ଼ ଅଟୋ ୱାର୍କରସ ଆସୋସିଏସନ ପକ୍ଷରୁ ସେକ୍ଟର-୭ରେ ଥିବା ସିଅର କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ହୋଇଥିବା ଇ-ଶ୍ରମ କାର୍ଡ଼ ବଣ୍ଟନ କରାଯାଇଥିଲା। ସିଅରର ସାଧାରଣ…

କଟକ ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ଼୍ ଆଉଟଲେଟ୍

କଟକ: କଟକ ମହାନଦୀ ବିହାର ଜଷ୍ଟିସ୍ ଛକ ନିକଟରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟର ନୂତନ ତଥା ରୁଚିର ସର୍ବବୃହତ ଫୁଡ଼୍ ଆଉଟଲେଟ୍। ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍ ଲାଇନ୍ ଟିଭି ଦ୍ୱାରା ଏହା ପରିଚାଳିତ। ଏହାକୁ ଉଦଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର…

ଅମିତାଭ @ ୭୯

ମୁମ୍ବାଇ: ବଲିଉଡ଼ ବାଦଶାହ ଓରଫ୍ ବିଗ୍ ବି ଅମିତାଭ ବଚ୍ଚନ। ଏବେ ବି ଫ୍ୟାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏବେ ବି ତାଙ୍କର ଦମଦାର ଅଭିନୟରେ ବାନ୍ଧି ରଖିଛନ୍ତି ଦର୍ଶକ ମାନଙ୍କୁ । ଏବେ ବି ବଲିଉଡ଼ର ଆଇକନ୍ ପାଲଟିଛନ୍ତି ବିଗ୍ ବି । କେବଳ ଫିଲ୍ମ ଜଗତରେ ନୁହେଁ ବିଭିନ୍ନ ସିରିଏଲ, ଟିଭି ସୋ ରୁ…

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ, ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସଙ୍କୁ ମିଳିତ ଭାବେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ନୋବେଲ କମିଟି ଡେଭିଡ କାର୍ଡଙ୍କୁ ଶ୍ରମ ଅର୍ଥନୀତିରେ ତାଙ୍କର…