Latest Odisha News

BREAKING NEWS

Yearly Archives

2021

ଝିଅ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର. ..

କଟକ: ଗରିବ ଅସହାୟ ରୋଗୀ ମାନଙ୍କ ପାଇଁ କେତେ କଣ ସୁବିଧା କରାଯାଉଛି । ହେଲେ ବହୁ ସ୍ଥାନରେ ଅସହାୟ ହୋଇ ଚିକିତ୍ସା । ପାଇପାରୁନାହାନ୍ତି ବହୁ ଗରିବ ରୋଗୀ ମାନେ । ଏମିତି କିଛି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ କଟକରେ ।  ଜଣେ ଅସହାୟ ବାପର କରୁଣ କାହାଣୀ ଦେଖିବାକୁ ମିଳିଛି । ରୋଗ…

ଟାର୍ଗେଟ କିଲିଂ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ସତର୍କ, ୫୭୦ ଅଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘାଟିରେ ୨୫ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଏହା ମଧ୍ୟରେ ୩ ବାହାର ଲୋକ, ୨ କଶ୍ମୀର ପଣ୍ଡିତ ଓ ୧୮ଜଣ ମୁସଲମାନ ରହିଛନ୍ତି । ସୁରକ୍ଷାକର୍ମୀ ସତର୍କତାମୂଳକ…

କଙ୍ଗନାଙ୍କ ‘ଗଡ୍‌ ମଦର’ ରେଖା

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ରେଖା ୧୦ ଅକ୍ଟୋବରରେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାରକାଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତ ରେଖାଙ୍କୁ ତାଙ୍କର 'ଗଡ୍‌ ମଦର' ବୋଲି ବର୍ଣ୍ଣନା କରିଛନ୍ତି ଏବଂ…

ଲଖିମପୁର ହିଂସାକାଣ୍ଡ: ୧୪ ଦିନ ପାଇଁ ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଜେଲ୍ ଗଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ଗିରଫ…

ସିବିଆଇ ନିର୍ଦ୍ଦେଶକଙ୍କୁ ପୋଲିସର ସମନ

ମୁମ୍ବାଇ: ଫୋନ୍ ଟ୍ୟାପିଂ-ଡାଟା ଲିକ୍ ମାମଲାରେ ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୈସୱାଲଙ୍କୁ ମୁମ୍ବାଇ ପୋଲିସ ନୋଟିସ ଜାରି କରିଛି। ସିବିଆଇ ନିର୍ଦ୍ଦେଶକ ତଥା ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲଙ୍କୁ ଫୋନ୍ ଟ୍ୟାପିଂ ଏବଂ ଡାଟା ଲିକ୍ ମାମଲାରେ ସମନ କରିଛି ବୋଲି ଜଣେ…

ମା’ ଭଗବତୀ ଓ ଦେବୀ ଉଗ୍ରତାରାଙ୍କ ସ୍କନ୍ଧମାତା ବେଶ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଦୁଇ ତନ୍ତ୍ର ପୀଠ । ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁରର ମା’ ଉଗ୍ରତାରା ପୀଠ  ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ…

ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକ

କଳାହାଣ୍ଡି: ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକମାନେ। କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘବର୍ଷ ହେଲା ଲାଞ୍ଜିଗଡ଼ରେ ନିର୍ମାଣ କରାଯାଇଛି। ବେଦାନ୍ତ ଭିତରେ ଅନେକ ବଡ଼ ବଡ଼ କମ୍ପାନୀଗୁଡ଼ିକ ରହିଥିବାବେଳେ ଅନେକ…

ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ୱଲପୁର: ନବରାତ୍ରୀ ନେଇ ବିିଭନ୍ନ ଦେବୀ ପୀଠ ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟ ସ୍ଥାନ ଭଲି ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି…

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍

କଟକ: ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚୌଦ୍ୱାର-କଟକ ବିଧାୟକଙ୍କ ଘରୁ ଚୋରି ଅଭିଯୋଗ । ଗତକାଲି ରାତିରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖୋଳତାଡ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ । ବିଧାୟକଙ୍କ ଘରୁ ଲୁଟ୍ ଘଟଣା ଜଣା ପଡ଼ିବା ପରେ…

ସଂପୂର୍ଣ୍ଣ ଡିଜିଟାଲ୍ ହେବ ଭାରତରେ ହଜ୍ ୨୦୨୨ ପ୍ରକ୍ରିୟା

ନୂଆଦିଲ୍ଲୀ: ୟୁନି୍ଅନ୍‌ ମାଇନରିଟି ଆଫାୟାର୍ସ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ସମଗ୍ର ହଜ୍ ୨୦୨୨ ପ୍ରକ୍ରିୟା ୧୦୦ ପ୍ରତିଶତ ଡିଜିଟାଲ୍ ହେବ। ସେ ଶନିବାର ମୁମ୍ବାଇର ହଜ୍ ହାଉସରେ ଏକ ଅନଲାଇନ୍ ବୁକିଂ ସୁବିଧା ଉଦ୍‌ଘାଟନ କରିଥିଲେ ଏବଂ ପରେ ଏକ ବିବୃତ୍ତିରେ କହିଛନ୍ତି ଯେ ଇଣ୍ଡୋନେସିଆ ପରେ…