Latest Odisha News

BREAKING NEWS

Yearly Archives

2021

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।…

‘ସୁପର୍‌ ଡାନ୍ସର ୪’ର ବିଜେତା ହେଲେ ଫ୍ଲୋରିନା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ଘୋଷଣା କରାଯାଇଛି। ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା। ସୋନି ଟିଭିର ପିଲାମାନଙ୍କ ଡ୍ୟାନ୍ସ ରିୟଲିଟି ସୋ ସୁପର ଡାନ୍ସର୍ ଚାପ୍ଟର…

ଲଖିମ୍‌ପୁର ହିଂସାକାଣ୍ଡ; ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପୂର୍ବରୁ ଶନିବାର ଦିନ ଲଖିମ୍‌ପୁର ଖେରୀସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ୧୨ ଘଣ୍ଟା…

ସୁନାବେଡାରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

କୋରାପୁଟ : ସୁନାବେଡା ମହିଳା ମହାବିଦ୍ୟାଳୟ ନିକଟରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ମିଲନ ମାର୍କେଟରୁ ସ୍କୁଟି ଯୋଗେ ରାତିରେ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ସୁନାବେଡା ପୌରାଞ୍ଚଳ ରାଜୀବ କଲୋନୀର ଦୟା ବାଘ । ସୂଚନା…

ବ୍ରଜରାଜନଗରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ଝାରସୁଗୁଡ଼ା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ । ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ଥିବା ସୂଚନା ଦେଇଛି ସ୍ବତନ୍ତ୍ର ସ୍କ୍ବାଡ । ବ୍ରଜରାଜନଗର ତେଲେନପାଲି ନିକଟସ୍ଥ ଗଣେଶନଗର ଅଞ୍ଚଳରେ ନକଲି ମଦ କାରଖାନା…

ଓଡ଼ିଶାରୁ ଫେରିଯିବ ମୌସୁମୀ, ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ବର : ଓଡ଼ିଶାରୁ ଫେରିଯିବ ମୌସୁମୀ । ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା । ପ୍ରଥମେ କିଛି ଅଞ୍ଚଳରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ଫେରିଲାଣି ମୌସୁମୀ । ତେବେ ଆସନ୍ତା ୩…

୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିପାରେ !

ଅହମ୍ମଦାବାଦ: ଭାରତର ଅଲିମ୍ପିକ୍ସ ଆୟୋଜନ ଉଜ୍ଜୀବୀତ ହୋଇଛି । ୨୦୩୬ ସମର ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଆଲୋଚନା କରାଯାଉଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ମୋଟେରା ଗ୍ରାଉଣ୍ଡ ଉଦଘାଟନୀ ଉତ୍ସବ ପାଇଁ ସର୍ବଶ୍ରେଷ୍ଠ ବୋଲି ବାତ୍ରା…

ଆସନ୍ତୁ ଜାଣିବା କେଉଁ ଫିଲ୍ମ ପାଇଁ ହ୍ରିତିକ, ରଣବୀର ନେବେ ୭୫କୋଟି ଲେଖାଁଏ ପାରିଶ୍ରମିକ !

ମୁମ୍ବାଇ:ଫିଲ୍ମମେକର ନିତେଶ ତିୱାରୀ ଓ ମଧୁ ମେଂଟନା ରାମାୟଣ ଉପରେ ଏବ ବିଗ ବଜେଟ ଫିଲ୍ମ ନିର୍ମାଣ କରୁଛନ୍ତି । ହ୍ରିତିକ ରୋଶନ ରାବଣ ଏବଂ ରଣବୀର କାପୁର ଶ୍ରୀରାମଙ୍କ ଭୂମିକା କରିବେ । ୭୫୦ କୋଟି ବଜେଟରେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନିତେଶ ନେବେ । ହ୍ରିତିକ ଓ ରଣବୀରଙ୍କୁ ଏହି ଫିଲ୍ମ…

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନିକଟବର୍ତ୍ତୀ ନୂଆଗାଁରେ…

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ: ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ  । ଧର୍ମର ସ୍ଥାନରେ ଅଧର୍ମ କାମ ।  ପୁରୀ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରି ପୂଜକ ଗିରଫ । ଅସଦାଚରଣ କରିଥିବା ପୂଜକଙ୍କ ନାଁ ସଂଗ୍ରାମ ଦାସ । ପୁଲିସ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ…