ରାଜ୍ୟସଭାରୁ ସସପେଣ୍ଡ ହେଲେ ସାଂସଦ ଡେରେକ ଓବ୍ରାଏନ
ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ନେଇ ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓବ୍ରାଏନ ସସପେଣ୍ଡ ହୋଇଛନ୍ତି । ଶୀତ ଅଧିବେଶନ ଶେଷ ଯାଏ ସେ ଅଧିବେଶନକୁ ଆସିପାରିବେ ନାହିଁ । ରାଜ୍ୟସଭାରେ ନିର୍ବାଚନ ସଂଶୋଧନ ଆଇନକୁ ସରକାର ଉପସ୍ଥାପନ କରିଥିଲେ । ଏହାକୁ ବିରୋଧ କରିବା ସହ ପୂର୍ବରୁ ନିଲମ୍ବିତ…