Latest Odisha News

BREAKING NEWS

Yearly Archives

2021

୧୧ ଦିନ ପାଇଁ ହସିବା ଓ କାନ୍ଦିବା ମନା; ନିୟମ ଉଲ୍ଲଘଂନ କଲେ ମିଳିବ କଠୋର ଦଣ୍ଡ

ନୂଆଦିଲ୍ଲୀ: ସବୁବେଳେ ଅଜବଗଜବ ନିୟମ ପାଇଁ ଉତ୍ତର କୋରିଆ ଚର୍ଚ୍ଚାରେ ରହିଥାଏ। ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା, ଖାଦ୍ୟଦ୍ରବ୍ୟ କିଣାକିଣି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏହି ନିଷେଧାଦେଶ ୧୧ ଦିନ ପାଇଁ ରହିଛି। କାରଣ ପ୍ୟୋଙ୍ଗୟାଙ୍ଗ ଏହାର ପୂର୍ବତନ ନେତା କିମ ଜୋଙ୍ଗ ଇଲ୍‌ଙ୍କ…

ଜାପାନର ଏକ କୋଠାରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଟୋକିଓ: ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ…

ଆଇପିଏସ୍‌ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର ଠକ ହାବୁଡରେ ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ଅନୁଜା…

ଭୟ ବଢାଉଛି ଓମିକ୍ରନ୍‌; ରାଜଧାନୀରୁ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍‌ର ପେଣ୍ଠସ୍ଥଳୀ ସାଜିଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ବଢିବାରେ ଲାଗିଛି। ଶୁକ୍ରବାର ଦିନ ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା…

ଅଟକିଲା ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌ ନହେଲେ ଏହାକୁ ରେପ୍‌ କୁହାଯିବ ନାହିଁ’ ବୋଲି ନିଷ୍ପତ୍ତି…

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ପୁଷ୍ପା ଭି ଗଣେଦୀୱାଲାଙ୍କ ନାମ ସୁପାରିଶ ନକରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛି। ଗଣେଦୀୱାଲା ସେହି ବିଚାରପତି, ଯାହାର ନିଷ୍ପତ୍ତି ଅନେକ ବିବାଦ ସୃଷ୍ଟି କରିଥିଲା । ସେ ତାଙ୍କ ବିଚାରରେ କହିଥିଲେ ଯେ ଯଦି…

[ଭିଡ଼ିଓ] ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ନେଇ କାନ୍ଦିଲେ ଛାତ୍ରଛାତ୍ରୀ: ଭିଡ଼ିଓ ଭାଇରାଲ

ନବରଙ୍ଗପୁର :ସ୍କୁଲ ଛାଡିବେ ପ୍ରଧାନ ଶିକ୍ଷକ। ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ବଦଳି ଅର୍ଡର ମିଳିବା ପରେ ବଦଳିଯାଇଥିିଲା ସ୍କୁଲ ପରିବେଶ । ଛାତ୍ରଛାତ୍ରୀଙ୍କ ଗହଣରେ ମିଳିଥିଲା ଅନେକ କ୍ଷୋଭ । ସମସ୍ତଙ୍କ ଆଖିରେ ଲୁହ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଡାବୁଗାଁର ବେଦନା…

ଏସ୍‌ସିଙ୍କ ପ୍ରଦୂଷଣ ନିୟମ ଉଲ୍ଲଂଘନ କରି ଜରୁରୀ ବୈଠକ ଡକାଇଲେ ମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଦୂଷଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକ ଶୁକ୍ରବାର ଦିନ ପ୍ରାୟ ୧୨ ଟା ସମୟରେ ଅନୁଷ୍ଠିତ ହେବ। ଦିଲ୍ଲୀର ପରିବେଶ ମନ୍ତ୍ରୀଙ୍କ ସହ ବୈଠକରେ ଦିଲ୍ଲୀ ଟ୍ରାଫିକ ପୋଲିସ ବିଭାଗ,…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଜଣେ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡିରୁ ଜଣେ ୮୩ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୪୪୧କୁ…

ପିଏମ୍‌ ମୋଦୀଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକର ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ।  ମୋଦୀଙ୍କୁ ନାଗଦଗ ପେଲଜୀ ଖୋର୍ଲୋ ଦ୍ବାରା ସମ୍ମାନିତ କରାଯିବାକୁ ଭୁଟାନ ସରକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ଦ୍ବାରା ଏହି…

କନ୍ଧମାଳ; ଓଲଟିଲା ଟୁରିଷ୍ଟ ବସ୍, ୩୦ ଆହତ

କନ୍ଧମାଳ: ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପୋଲିସ ସୀମା ଅନ୍ତର୍ଗତ କାଲିଙ୍ଗା ଘାଟିରେ ଏକ ବସ୍ ଓଲଟି ପଡିବାରୁ ଅତି କମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ବ୍ରହ୍ମପୁର ଏମଥକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଫୁଲବାଣୀ ଜିଲ୍ଲା ହେଡ କ୍ୱାର୍ଟର୍ସ ହସ୍ପିଟାଲ ଏବଂ…