ଜେଡିୟୁ-ଆରଜେଡି ମଧ୍ୟରେ ମିଶ୍ରଣ ହେବ କି?
ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଅର୍ଥାତ୍ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ 2025 ବିଧାନସଭା ନିର୍ବାଚନ ଲଢିବ। ଏହାପରେ ଜେଡିୟୁ ଓ ଆରଜେଡିର ମିଶ୍ରଣକୁ ନେଇ…