Latest Odisha News

BREAKING NEWS

Yearly Archives

2023

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ) ଥିବା ସହିତ ୯ଟି ମସ୍ତିଷ୍କ ରହିଛି। ଅକ୍ଟୋପସ୍‌…

ମଇଁଷି ଉପରେ ବସି ରାଜରାସ୍ତାରେ ଗଲେ ଯୁବକ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଇକ ଚଳାଉଥିବା ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ । ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ କରିଥିଲା । ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ…

ସାବୁନ ଦ୍ୱାରା ଘୁଞ୍ଚିିଲା ୩ ମହଲା ବିଲ୍ଡିଂ

ଅଟାୱା : ସାଧାରଣତଃ ଘର ପୁରୁଣା ହୋଇଗଲେ ଲୋକେ ସେହି ଘରକୁ ଭାଙ୍ଗି ନୂଆ ଘର ତିଆରି କରିଥାନ୍ତି । ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ…

ବିନା ପାର୍ସପୋର୍ଟ, ଭିସାରେ ଆମେରିକା ଯାତ୍ରା କଲେ ବ୍ୟକ୍ତି

ଲସ ଏଞ୍ଜେଲେସ: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ପଡ଼ିଥାଏ । କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ରୁଷୀୟ ବ୍ୟକ୍ତି ବିନା ପାସପୋର୍ଟ, ଭିସା ଓ ଟିକେଟରେ ୟୁରୋପରୁ ଆମେରିକାରେ…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନକୁ ଅନୁଚିନ୍ତାକୁ ନେଇ ଆରମ୍ଭ ହେଲା ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ

ଭୁବନେଶ୍ୱର:  ୧୪ ଦିନିଆ ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ ୨୦୨୩ର ଅଂଶ ଭାବେ ଆଜି (ସୋମବାର) ଏଆଇସି-ନାଳନ୍ଦା ପକ୍ଷରୁ ‘ଅନୁଚିନ୍ତନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯାହା ବିଦ୍ୟାଳୟଗୁଡିକରେ ଉଦ୍ଭାବନ ଓ ପରିକଳ୍ପନାର ବିଚାରଧାରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି…

ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ମୁମ୍ବାଇ ପୁଲିସର ଏସ୍ଆଇଟି କରିବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଛି। ମାଲବାନି ଥାନାର ବରିଷ୍ଠ ଇନ୍ସପେକ୍ଟର ଚିମାଜୀ ଆଧବଙ୍କ ନେତୃତ୍ୱରେ ଡେପୁଟି କମିସନର ଅଜୟ ବନସଲ…

ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଜଙ୍ଗଲ ଦେଇ ଯାଉଥିବା…

ମାଓବାଦୀ ପରିଚୟ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଚାରି ଗିରଫ

ରାୟଗଡା: ନିଜକୁ ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ରାୟଗଡା ଜିଲ୍ଲା ପୋଲିସ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି…

ଗୁଗଲ ଇତିହାସରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ହେଲେ କୋହଲି

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ବିରାଟ କୋହଲିଙ୍କୁ ବା କିଏ ନ ଜାଣେ । ତେବେ ସାରା ବିଶ୍ୱରେ ମଧ୍ୟ ସେ କ୍ରିକେଟର ଭାବେ ବେଶ ଲୋକପ୍ରିୟ ତାହା ପୁନର୍ବାର ସ୍ପଷ୍ଟ ହୋଇଛି । ନିକଟରେ ସର୍ଚ୍ଚ ଇଂଜିନ ଗୁଗଲ ତାର ୨୫ ବର୍ଷ ଇତିହାସର ଲୋକପ୍ରିୟ ଖେଳାଳିଙ୍କ ସୂଚୀ ଜାରି କରିଛି । ଏଥିରେ କ୍ରିକେଟର ଭାବେ…

ରାଜଧାନୀରେ ବିଜ୍ଞାପନ ମାରି ଗଣିଲେ ୧.୫୦ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ବିଜ୍ଞାପନ ମାରିବା । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ସଂସ୍ଥାଠାରୁ ୫୦ ହଜାର ଲେଖାଏଁ ମୋଟ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଏଥିସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଥାନାରେ ଏତଲା…