Latest Odisha News

BREAKING NEWS

Yearly Archives

2023

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ…

ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା, ଅକ୍ଷୟ ଶକ୍ତିରୁ ଉତ୍ପାଦନ ହେବ ବିଦ୍ୟୁତ୍ 

ଭୁବନେଶ୍ବର: ରାଜ୍ୟରେ ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ଏଥିସହ ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ବିଦ୍ୟୁତ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରିବା ପାଇଁ ଟାର୍ଗେଟ ରଖିଛି ଶକ୍ତି ବିଭାଗ। ଏନେଇ…

ବିସିସିଆଇ ପୁନର୍ବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ, ଆୟ ୧୮୭୬୦ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁର୍ନାବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ ହୋଇଛି । ଏହାର ଆୟ ଏବେ ୧୮୭୬୦ କୋଟିରେ ପଂହଚିଛି । କ୍ରିକେଟ ଅଷ୍ଟ୍ରେଲିଆ ୬୫୮ କୋଟି ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହାର ଆୟ ବିସିସିଆଇଠାରୁ ୨୮ଗୁଣ କମ । ଇଣ୍ଡିଆନ ପ୍ରିମିୟର ଲିଗ ଯୋଗୁ ବିସିସିଆଇର…

ବଜ୍ରକାପ୍ତା ଡିଲ୍ ଫେଲ୍, ୨ ଚାଲାଣକାରୀଙ୍କୁ ମାଡି ବସିଲା STF

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ବ୍ରହ୍ମପୁର-ରାୟଗଡା NH-୩୨୬ ଅଖୁସିଂଗି ଛକ ନିକଟରେ ଚଢ଼ାଉ କରି ୨ଅଭିଯୁକ୍ତଙ୍କୁ ଧରିଛି । ବଜ୍ରକାପ୍ତାକୁ ୫ ଲକ୍ଷରେ ବିକ୍ରି…

ଡିଟରଜେଣ୍ଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୦୦ କୋଟିର ସାମଗ୍ରୀ ପାଉଁଶ

ତାମିଲନାଡୁ: ଚେନ୍ନାଇର ଡିଟରଜେଣ୍ଟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇ ମନାଲିର ବାୟାକଡୁ ଅଞ୍ଚଳରେ ଥିବା ଏକ ଡିଟରଜେଣ୍ଟ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆନୁମାନିକ ୧୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୂର୍ବାହ୍ନରେ ହଠାତ ଗୋଦାମ…

‘ବିକଶିତ ଭାରତ’ ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ 

ସମ୍ବଲପୁର: ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସହ ଦେଶକୁ ମଜଭୂତ୍ କରିବା । ଅମୃତକାଳର ଚାରିଟି ଅମୃତ ସ୍ତମ୍ଭ - ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବଙ୍କ ଶକ୍ତି ଭାରତକୁ ବିକଶିତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ…

ଦଳ ବିରୋଧୀ କାମ ପାଇଁ ବିଏସପିରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ନିଜ ଦଳର ସାଂସଦ ଦାନିଶ ଅଲ୍ଲିଙ୍କୁ ଦଳରୁ ନିଲମ୍ବିତ କରିଛି ।   ଦଳ ବିରୋଧୀ କାର୍ଯ୍ୟକଳାପରେ ଶାମିଲ ହେବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଦାନିଶ ଅଲି ଯେଉଁପରି ଭାବେ ସଂସଦରେ କଂଗ୍ରେସ ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା,  ଏହାକୁ ଦେଖି…

ଘୋଷଣା ହେଲା ଭାରତୀୟ କୁସ୍ତି ସଂଘର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ ଶନିବାର ଘୋଷଣା କରାଯାଇଛି । ଡିସେମ୍ବର ୨୧ ତାରିଖରେ ଏହି ନିର୍ବାଚନ ହେବ ଏବଂ ଉକ୍ତ ଦିନ ମଧ୍ୟ ଫଳାଫଳ ବାହାରିବ । ଏଥିସହ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ନିକଟରେ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା…

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ…